Movie prime

ପାଣି ଭିତରେ ଯୁବତୀ ଙ୍କୁ ବାଡେଇ ବାଡେଇ ଖାଇଲା କୁମ୍ଭୀର,ଦେଖନ୍ତୁ ଲାଇଭ ରେ ସେ ଲୋମ ଟାଙ୍କୁରା ଦୃଶ୍ୟ

 
Vhh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ବନ୍ଧୁଗଣ ସାମାନ୍ୟ ଫୋଟ ଉଠେଇବା ନିଶା ଆଜି ଯୁବତୀଙ୍କ ଜୀବନ ନେଇଗଲା। ସାଙ୍ଗ ସାଥି ମାନେ ବାରମ୍ବାର ମନା କରିବା ପରେ ମଧ୍ୟ ଯୁବତୀ ଜଣକ କୁମ୍ଭୀର ସହିତ ଫୋଟ ଉଠେଇବା ପାଇଁ ଗଲେ।
Bb
କିନ୍ତୁ ଦେଖୁ ଦେଖୁ ସେହି କୁମ୍ଭୀର ଯୁବତୀଙ୍କୁ କଞ୍ଚା ଖାଇ ଗଲା। ପାଣି ଭିତରେ ମାଳମାଳ ହୋଇ କୁମ୍ଭୀର ବୁଲୁଥିଲେ ଆଉ ଏତିକି ବେଳେ ଯୁବତୀ ଜଣକ ସେହି କୁମ୍ଭୀର ସହିତ ଫୋଟ ଉଠେଇବା ପାଇଁ ଚାଲି ଆସିଥିଲେ। ତଳେ ପାଣି ଭିତରେ ମାଳମାଳ ହୋଇ କୁମ୍ଭୀର ପହଁରୁଥିଲେ।
ଆଉ ଏପଟେ ଯୁବତୀ ଜଣକ ପଥରରେ ହାତ ଦେଇ ତଳକୁ ତଳକୁ କୁମ୍ଭୀର ପାଖକୁ ଓଲ୍ହାଇ ଥିଲେ। ମୁ କୁମ୍ଭୀର ପାଖକୁ ଯାଉଛି ମୋର ଭିଡ଼ିଓ କର ବୋଲି ଚିତ୍କାର କରି କହୁଥିଲେ ଯୁବତୀ ଜଣକ।
Gh
ଏମିତି ତଳକୁ ତଳକୁ ଯାଇ ସେହି ଯୁବତୀଙ୍କ ଗୋଡ ସେହି ପଥର ଉପରୁ ହଠାତ ଖସି ଯାଇଥିଲା। ତେବେ କୁମ୍ଭୀର ସହିତ ଫୋଟ ଉଠେଇବା ବଦଳରେ ସିଧା ସେହି ପାଞ୍ଚଟି କୁମ୍ଭୀରା ପାଟି ରେ ପଡିଯାଇଥିଲେ ଯୁବତୀ ଜଣକ।
ଏହାପରେ ଦେଖୁ ଦେଖୁ ସେହି ଯୁବତୀ ଜଣକୁ କୁମ୍ଭର କଞ୍ଚା ଖାଇ ଯାଇଥିଲା। ଆଉ ଯେଉଁ ଭିଡ଼ିଓ ଯୁବତୀଙ୍କ ରିଲସ କରିବା ପାଇଁ କରାଯାଇଥିଲା ସେହି ଭିଡ଼ିଓ ରେ ଯୁବତୀଙ୍କ ମୃତ୍ୟୁର ଭିଡ଼ିଓ ଶୁଟ ହୋଇଯାଇଥିଲା। ତେବେ ବନ୍ଧୁଗଣ ଯୁବତୀଙ୍କୁ କୁମ୍ଭୀର କଞ୍ଚା ଖାଇବାର ଦୃଶ୍ୟ ଖୁବ ଭୟଙ୍କର ଥିଲା।
ଏବଂ ଏହି ଘଟଣା କେଉଁ ଜାଗାର ତାହା କିଛି ଜଣା ପଡ଼ିନଥିବା ବେଳେ ବର୍ତମାନ ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.