Movie prime

ଜାଣି ଜାଣି କୋଟିପତି ବୟସ୍କ ସହ ଖରାପ ସମ୍ପର୍କ ରଖିଲା ଯୁବତୀ, ଆଉ ପରେ ପୋଲିସ କୁ କହିବି କହି କଲା ବ୍ଲାକ ମେଲ, ପରେ ସତ ଜଣା ପଡ଼ିବାରୁ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ଆମ ସମାଜରେ ଏଭଳି ଘଟଣା ମାନ ଘଟିବାରେ ଲାଗିଛି ଯାହାକୁ କି ବିଶ୍ବାସ କରିବା ଅତ୍ୟନ୍ତ କଷ୍ଟକର ଅଟେ।
ଦିନକୁ ଦିନ ଏହି ମାମଲା ଗୁଡିକ ମଧ୍ୟ ବଢିବାକୁ ଲାଗୁଛି। ମଣିଷ ମାନେ ନିଜର ସ୍ବାର୍ଥ ପାଇଁ ଏତେ ତଳକୁ ଖସି ଯାଉଛନ୍ତି କି ଯାହା ଆପଣ କେବେ ହେଲେ ମଧ୍ୟ ସ୍ୱପ୍ନରେ ବିଶ୍ବାସ କରି ପାରିବେ ନାହିଁ। ଏଭଳି ଘଟଣା ମଧ୍ୟ ସୋସିଆଲ ମିଡିଆ ଦ୍ବାରା ଖୁବ ଭାଇରାଲ ହୋଇ ଯାଉଛି।
Special Report
ଏହି ଘଟଣା ସଂପର୍କରେ ଜାଣିବା ପରେ ସମସ୍ତେ ଏହାକୁ ଖୁବ ନିନ୍ଦା ମଧ୍ଯ କରିଛନ୍ତି। ବାସ୍ତବରେ ଏହା ଏକ ଖୁବ୍ ନିନ୍ଦନୀୟ ଘଟଣା ମଧ୍ୟ ଅଟେ। ତେବେ ଆପଣ ମାନେ ଜାଣିଥିବେ କି ଏବେ ଏଭଳି କିଛି ନାରୀ ମାନେ ଅଛନ୍ତି
 ଯେଉଁ ମାନଙ୍କ ପାଇଁ ସଂପୂର୍ଣ୍ଣ ନାରୀ ଜାତି କଳଙ୍କିତ ହେଉଛି। ଜଣେ ମହିଳା ନୋଏଡା ରେ ଥିବା ଏକ ଯୁବକ ଙ୍କୁ ତାଙ୍କର ପ୍ରେମ ଜାଲରେ ଫସାଇ ଥିଲେ। ଏହାପରେ ତାଙ୍କୁ ସେ ଖୁବ ପ୍ରେମ କରୁଛନ୍ତି ବୋଲି କହିଥିଲେ।
Special Report
ଯୁବକ ଜଣକ ମଧ୍ଯ ତାଙ୍କର କଥାକୁ ସଂପୂର୍ଣ୍ଣ ଭାବରେ ବିଶ୍ବାସ କରି ଯାଇଥିଲେ। ଆଉ ଦୁହିଁଙ୍କ ମଧ୍ୟରେ ଘନୀଷ୍ଟତା ବଢ଼ିବାକୁ ଲାଗିଲା। ଏହାପରେ ଦୁହେଁ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।
ହେଲେ ଏହାପରେ ମହିଳା ଜଣକ ଉକ୍ତ ଯୁବକ ଜଣକୁ ଅନେକ ଥର ବ୍ଲାକ ମେଲ କରିଥିଲେ। ଆଉ ତାଙ୍କୁ ଅନେକ ଟଙ୍କା ମଧ୍ୟ ମାଗି ଥିଲେ। ଯୁବକ ଜଣକ ତାଙ୍କ ଇଜ୍ଜତ କୁ ଡରି ମହିଳା ଜଣକୁ ଅନେକ ଟଙ୍କା ମଧ୍ୟ ପ୍ରଦାନ କରି ଆସୁଥିଲେ।
Special Report
ମହିଳା ଜଣକୁ ଯେତେବେଳେ ଯୁବକ ଜଣକ ୨ କୋଟି ଟଙ୍କା ଦେଇ ଦେଇଥିଲେ। ଏହାପରେ ମହିଳା ଜଣକ ତାଙ୍କୁ ପାଞ୍ଚ କୋଟି ଟଙ୍କା ମାଗି ଥିଲେ। ଆଉ ଏହାକୁ ନଦେବା ରୁ ମହିଳା ଜଣକ ଯୁବକ ଉପରେ ଆକ୍ରମଣ କରିଥିଲେ।
ବଡ଼ ଆଶ୍ଚର୍ଯ୍ୟ କଥା ଏହା କି ମହିଳା ଜଣକ ସ୍ଵାମୀ ମଧ୍ୟ ଏଥିରେ ସାମିଲ୍ ଥିଲେ। ଏବେ ଏହି ଘଟଣା ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେଉଥିବା ବେଳେ ପୋଲିସ ମଧ୍ୟ ଉଭୟ ଙ୍କୁ ଗିରଫ କରିଛି।