Movie prime

ମାଛ ଖାଇ ଚାଲିଗଲା ଦେଢସୁରଙ୍କ ଜୀବନ ଦେଖନ୍ତୁ କେମିତି ଘଟିଲା ଏତେ ବଡ଼ ଅଘଟଣ ଭୋ ଭୋ ହେଇ କାନ୍ଦୁଛନ୍ତି ସମସ୍ତେ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଖବର ଜାଣି ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣି ପାରିବେ କି ମାଛ ପାଇଁ ଜୀବନ ଚାଲି ଯାଇଛି ।
ମାଛ ପାଇଁ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଏବେ ଏହି ବ୍ୟକ୍ତି ଜଣଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କର ପରିବାର ଆଉ ସମ୍ପର୍କୀୟ ଚାହିଁ ବସିଛନ୍ତି । ଥାନା ଆଗରେ ଶବ ସହ ସମ୍ପର୍କୀୟ ଅଛନ୍ତି । 
Gg
ସୂଚନା ମିଳିଛି କି କିଛିଦିନ ତଳେ ଗାଁ ପୋଖରୀ ମାଛ ଧରାକୁ କେନ୍ଦ୍ର କରି ଗାଁରେ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ ଅଠରପାଟିଆ ଗାଁର ସୁଧାକର ସେଠୀ ଏବଂ ଗୋଲଖ ସେଠୀ ଆହତ ହୋଇଥିଲେ ।
ସେମାନେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୋଲଖ ସେଠୀଙ୍କର ମୃ-ତ୍ୟୁ ହୋଇଛି । ଜଣଙ୍କର ଜୀବନ ଗଲା ପରେ ମଧ୍ୟ ଦୋଷୀକୁ ଦଣ୍ଡ ମିଳୁ ନାହିଁ । 
Vh
ସେଥିପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମୁଖ୍ୟ ଫାଟକରେ ମୃ-ତ ଗୋଲଖ ସେଠୀଙ୍କ ଶବକୁ ରଖି ନ୍ୟାୟ ପାଇଁ ଧାରଣାରେ ବସିଥିଲେ ପୁରା ପରିବାର । ପୋଖରୀରେ ମାଛ ଧରା ହେଉଥିଲା । ଆଉ ମାଛ ଧରିବାକୁ ଯାଇଥିଲେ ଏହି ଦୁଇ ଭାଇ କିନ୍ତୁ ଏହାକୁ ବାରଣ କରିଥିଲେ ଲୋକେ ।
ଆଉ ଏହାପରେ ଏଭଳି ଘଟଣା ଘଟିଛି । ମାଛ ପାଇଁ ହଣାହାଣି ହୋଇଛନ୍ତି ଲୋକେ । ଗାଁ ପୋଖରୀ ମାଛ ପାଇଁ ଜୀବନ ଗଲା । ମାଛ ପାଇଁ କାହାର ଜୀବନ ଚାଲିଯାଇଛି ତ ଆଉ କିଏ ଗୁରୁତର ଅଛି । 
ନିରୀହ ଜୀବନ ମାଛ ପାଇଁ ଚାଲି ଯାଇଛି । ସମସ୍ତେ ଆଜି କାନ୍ଦୁଛନ୍ତି । ସମସ୍ତଙ୍କ ଆଖିରେ ଲୁହ । ନ୍ୟାୟ ଅପେକ୍ଷାରେ ଗୋଲଖ ସେଠୀଙ୍କ ଶବ ଆଉ ତାଙ୍କର ପରିବାର ଅଛନ୍ତି । ଥାନା ଆଗରେ ଧାରଣା ଦେଇଥିବାରୁ ସେଠାରେ ପଟ୍ଟାମୁଣ୍ଡାଇ ଏସଡିପିଓ ପହଞ୍ଚିଥିଲେ ।
ଆଉ ସେ ଧାରଣାରେ ବସିଥିବା ଲୋକଙ୍କୁ ବୁଝାଇଥିଲେ । ଏବେ ଦେଖିବାକୁ ବାକି ରହିଲା ଏହି ବ୍ୟକ୍ତି ଜଣଙ୍କୁ କେବେ ନ୍ୟାୟ ମିଳୁଛି । ହତ୍ୟାକାଣ୍ଡର ଦୋଷୀଙ୍କୁ କେବେ ଦଣ୍ଡ ମିଳୁଛି ତାକୁ ହିଁ ଅପେକ୍ଷା ।