Movie prime

ଚିତ୍କାର କରୁଥିଲା ଦୀପିକା, ଏମିତି କରନି ବିକ୍ରମ ମ-ରି-ଯିବି..ହେଲେ ସେ ବିକ୍ରମ ଯେତେ ବୁଝାଇଲେ ବି ଛାଡ଼ିଲେନି..

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ ଥାଉ ଥାଉ ପଡିଶା ଘର ଭାଉଜ ପ୍ରେମରେ ପଡ଼ି ଯାଇଥିଲା ସ୍ୱାମୀ। ସ୍ତ୍ରୀ ବାହାରକୁ ଚାକିରୀ କରିବାକୁ ଯାଉଥିଲା ଆଉ ସ୍ୱାମୀ ପଡିଶା ଘର ଭାଉଜକୁ ଧରି ପ୍ରେମ ଲୀଳା କରୁଥିଲା।
ସ୍ତ୍ରୀ ସବୁ ଜାଣି ଦେଲା ବୋଲି ସ୍ତ୍ରୀ ସହ ଯାହା କିଛି କରିଦେଇଥିଲା ତାହାକୁ ଆପଣ ନିଜେ ନଦେଖିଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ସ୍ତ୍ରୀ ବାହାରେ ଚାକିରୀ କରୁଥିଲା ସେଥିପାଇଁ ଭଡ଼ା ଘର ଛାଡ଼ି ସ୍ତ୍ରୀ ପାଇଁ ନୁଆ ଫ୍ଲାଟ୍ କିଣି ଦେଇଥିଲା।
Yu
ହେଲେ ସେ ଜାଣି ନଥିଲା କି ଯେଉଁ ସ୍ବାମୀଙ୍କୁ ସେ ଏତେ ମାତ୍ରାରେ ଭଲ ପାଉଛି ଯାହା ପାଇଁ ସେ ସବୁକିଛି କରିବାକୁ ରାଜି ହୋଇ ଯାଉଛି ଶେଷରେ ସେହି ସ୍ୱାମୀ ତାର ସବୁ କିଛି ଶେଷ କରିଦେବ ବୋଲି।
ଆଉ ତାକୁ ଛାଡ଼ି ପଡିଶା ଘର ଝିଅ ସହ ଏଭଳି ରାସଲୀଳା କରିବ ବୋଲି। ଦୀପିକା ନାମକ ଏହି ସ୍ତ୍ରୀ ଚାକିରୀ କରିବା ପାଇଁ ବାହାରକୁ ଚାଲି ଯାଉଥିବା ବେଳେ ଘରେ ସ୍ୱାମୀ ବିକ୍ରମ ମଧ୍ୟ ଏକୁଟିଆ ରହୁଥିଲେ।
ସେହି ସମୟରେ ନୂଆ ନୂଆ କିଣି ଥିବା ଫ୍ଲାଟ୍ ରେ ଥିବା ପଡିଶା ଘର ଝିଅ ସହ ତାର ଧୀରେ ଧୀରେ ସମ୍ପର୍କ ବଢିବାକୁ ଲାଗିଥିଲା। କେବଳ ସେତିକି ନୁହେଁ ପଡୋଶୀ ଘର ଭାଉଜ ସହ ତାର ବନ୍ଧୁତା ମଧ୍ୟ ହୋଇ ଯାଇଥିଲା।
66
ଅନେକ ସମୟରେ ଦୁହେଁ ଏକାଠି ହୋଇ ବୁଲାବୁଲି ମଧ୍ୟ କରୁଥିଲେ। ଅନେକ ସମୟରେ ଦୁହେଁ ଏକାଠି ସମୟ କଟାଉ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଏହା ଜଣା ନଥିଲା କି ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା।
ଦୁହେଁ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ପୁଅ ଝିଅ ମଧ୍ୟ ଥିଲେ। ଏହାପରେ ମଧ୍ୟ ଦୁହେଁ ବିବାହ କରିବାକୁ ଠିକ କରି ଦେଇଥିଲେ। ଏହି କଥାକୁ ନେଇ ଶେଫାଳୀ ଓ ବିକ୍ରମ ବିବାହ କରିବାକୁ ମଧ୍ୟ ରାଜି ହୋଇ ଯାଇଥିଲେ।
ହେଲେ ଦୀପିକା ଜାଣିବା ପରେ ସେ ତାଙ୍କ ସ୍ବାମୀଙ୍କ ଠାରୁ ଦୂରକୁ ଯିବାକୁ ରାଜି ହୋଇ ନଥିଲେ। ଏହାପରେ ଶେଫାଳୀ ଓ ବିକ୍ରମ ମିଶି ଦୀପିକା ଙ୍କୁ ଛାତ ଉପରୁ ପେଲି ମାରି ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.