Movie prime

ଦେଖନ୍ତୁ ମଝି ଚିଲିକାରେ କିଛି ହେଲା ଏମିତି ଫେରି ଆସିଲେ ସମସ୍ତ ଯାତ୍ରୀ ଦେଖନ୍ତୁ କଣ ହେଲା ବାସ୍ତବରେ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ତେବେ ବନ୍ଧୁଗଣ ଘନ କୁହୁଡି ବଳୟରେ ଓଡିଶା।
Special report
ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ କମିବାର ଲାଗିଛି। ଶୀତ କମିଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ କଲବଲ କରୁଛି କୁହୁଡି। କୁହୁଡି ଦ୍ୱାରା ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ।
ଏଥିପାଇଁ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
Special report
ଯାହାକି ଘନ କୁହୁଡି ଯୋଗୁଁ ଚିଲିକାରେ ଯାତାୟାତ ଠପ। ଘନ କୁହୁଡି ଯୋଗୁଁ ଦୃଶ୍ୟ ମାନ ହେଉନି ଶହେ ମିଟର ପର୍ଯ୍ୟନ୍ତ ରାସ୍ତା I ଅଧବାଟରୁ ଫେରିଆସିଲା ଯାତ୍ରୀବାହୀ ଡ଼ଙ୍ଗା। ତେବେ କୁଆଡେ କିଛି ଦେଖାଗଲାନି।
ତେବେ ବନ୍ଧୁଗଣ ଘନ କୁହୁଡି ଯୋଗୁଁ ଚାଲିକାରେ ଆଗକୁ ଆଉ ଡଙ୍ଗା ଯାଇପାରିଲାନାହିଁ। ଘନ କୁକୁଡ଼ି ଯୋଗୁଁ ଚିଲିକାରେ ଯାତାୟାତ କମିଯାଇଥିଲା।
ଘନ କୁହୁଡି ଯୋଗୁଁ କିଛି ବି ଦୃଶ୍ୟମାନ ହେଉନଥିଲା। ଆଉ ସେଇଥିପାଇଁ ନାଉରି ମାନେ ଡଙ୍ଗା ଆଗକୁ ନେବାକୁ ଡରୁଥିଲେ। ଆଉ ସେଥିପାଇଁ ବହୁ ସମୟ ଧରି ଯାତ୍ରୀବାହି ଡଙ୍ଗା ବନ୍ଦ ରହିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.