Movie prime

ଶାଢୀ ଚୋରି କରି ଧରା ପଡ଼ିଲେ ମହିଳା ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଭିଡିଓ ଦେଖନ୍ତୁ ଧରା ପଡ଼ିବା ପରେ କିଛି ହେଲା ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚୋର ଯେତେବେଳେ ଘରେ ହେଉ କିମ୍ବା ଅନ୍ୟ କେଉଁଠି ପଶି କଳାକନା ବୁଲାଇ ଦେଇ ଚାଲି ଯାଏ। ବହୁ କମ ସମୟରେ ଏମିତି ହୁଏ ଯେ ଚୋରର ସବୁ ଯୋଜନା ଫସର ଫାଟିଯାଏ।
କିନ୍ତୁ ସୋସିଆଲ ମିଡିଆରେ ଏବେ ଦୁଇ ଚୋରଙ୍କ ହଟହଚଟା ଘଟଣା ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ। 
ଏବଂ ଅନେକ ଦର୍ଶକ ମାନେ ଏହି ଭିଡିଓ ଦେଖିବା ପରେ ବହୁତ ଥଟ୍ଟା ପରିହାସ କରୁଛନ୍ତି। ତେବେ ବନ୍ଧୁଗଣ ମଜାଳିଆ ଭିଡିଓ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।
ଆପଣମାନେ ଜାଣିଥିବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏଭଳି ଘଟଣା ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ବର୍ତ୍ତମାନ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା ବହୁତ ନିନ୍ଦନୀୟ ଘଟଣା ଅଟେ।
ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ମାହାଙ୍ଗା ପଡିଲା ସପିଙ୍ଗ ମଲ୍ ଚୋରି। ଜଣେ ମହିଳା ଚୋରି କରି ଲୁଗା ତଳେ ଲୁଚେଇ ରଖିଥିଲେ ଶାଢ଼ୀ। ତେବେ ବନ୍ଧୁଗଣ ଏହି ଚୋରି ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲାର।
ମହିଳା ଜଣକ ଚୋରି କରି ଧରା ପଡ଼ି ଗଲାପରେ ମଧ୍ୟ, ଦୋକାନୀ କର୍ମଚାରୀ ମାନଙ୍କ ସହିତ ଯୁକ୍ତି କରୁଛନ୍ତି। ଯାହାକି ଖୁବ୍ ଲଜ୍ୟାର ବିଷୟ। 
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି। ବନ୍ଧୁଗଣ ଏହି ଭିଡିଓ ଦେଖିବା ପରେ ବହୁତ ନିନ୍ଦନୀୟ କଥା କହିଥିବା ବେଳେ
ଆଉ କିଛି ଲୋକମାନେ ହସି ହସି ଗଡି ଯାଉଛନ୍ତି। ଭିଡିଓ ଟି କେହି ଜଣେ ମୋବାଇଲ୍ ରେ ରେକର୍ଡ କରିଥିଲେ। ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.