Movie prime

ବନ୍ଧୁକ ଧରି ଲୋକଙ୍କ ଠାରୁ କରୁଥିଲେ ଚୋରି ସିଧା ଧରି ପକାଇଲା ପୋଲିସ ଦେଖନ୍ତୁ ସୋସିଆଲ ମିଡିଆରେ ହେଲା ଭିଡିଓ VIRAl

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଆପଣମାନେ ପାଇପାରିବେ ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ । ଆଜିକାଲି ଯୁଗରେ ଚୋରି ଡକାୟତ ଏକ ସାଧାରଣ କଥା ହୋଇଗଲାଣି । 
ଯେଉଁଆଡେ ଦେଖିବ ଚୋରି ଡକାୟତ ହେଉଛି । ଏବେ ଏକ ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଓଭର ବ୍ରିଜ ଉପରେ ରାତି ଅଧରେ ଯୁବକ ଜଣକ ବନ୍ଧୁକ ଧରି ଲୋକଙ୍କ ଠାରୁ ଚୋରି କରୁଥିଲେ ।
Special report
ଏହି ଯୁବକ ଜଣକ ବନ୍ଧୁକ ଧରି ଜଣଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଯୁବକ ଜଣକ ଅଧ ରାତିରେ ବନ୍ଧୁକ ଧରି ଆତଙ୍କ ମଚାଇଥିଲେ । ଏହି ଯୁବକ ଜଣଙ୍କୁ ଦେଖି ସାଧାରଣ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । 
ଏଭଳି ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗ୍ରାମର ୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ ନିକଟରେ । ଏହି ଯୁବକ ଜଣକ କିଛି ସମୟ ପାଇଁ ସେହି ସ୍ଥାନରେ ଆତଙ୍କ ମଚାଇ ଥିଲେ ।
Special report
ଏହାପରେ ଏହି ଯୁବକ ଜଣଙ୍କର ଏଭଳି ଆତଙ୍କ ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ଉପସ୍ଥିତ ବୁଦ୍ଧି ଫଳରେ ଯୁବକ ଜଣଙ୍କୁ କାବୁ କରି ନେଇଥିଲେ । ଘଟଣାକୁ ନେଇ ପୋଲିସ ଥାନାରେ ମଧ୍ୟ କୁହାଯାଇଥିଲା । ଏହାପରେ ସେଠାକୁ ପୋଲିସ ମଧ୍ୟ ଆସିଥିଲା । 
Special report
ସେଠାକୁ ଭେଜିକୋଟ ପୋଲିସ ଆସିବା ପରେ ଯୁବକ ଜଣଙ୍କୁ ଗିରଫ କରିଛି । ଆଉ ଯୁବକ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୋଲିସର ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଛି ଏହି ଯୁବକ ଜଣକ ଧରିଥିବା ବନ୍ଧୁକ ଏକ ଖେଳନା ବନ୍ଧୁକ ।
ଖେଳନା ବନ୍ଧୁକ ଧରି ଯୁବକ ଜଣକ ଆତଙ୍କ ମଚାଇବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ଏହି ଯୁବକ ଜଣକ କାହାକୁ ଭୟଭୀତ କରାଇବାକୁ ଏଭଳି କରିଥିଲେ ବୋଲି ମନେ ହେଉଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।