Movie prime

ସରବତ ରେ ନିଶା ଦେଇ ଭାଉଜ ସହ ଅନୈତିକ କାମ କରିଦେଲା ଦିଅର,ଭାଉଜ ପରେ କହିଲେ କି ମୁ ଦିଅର କୁ ହିଁ ବାହା ହେବି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଯେଉ ଅପରାଧ ଗୁଡିକ ଘଟୁଛି ତାହାକୁ ବନ୍ଦ କରିବା ଆଉ ସମ୍ଭବ ପର ନୁହେଁ।ଲୋକେ ନିଜର ଇଚ୍ଛା କୁ ପୂରଣ କରିବା ପାଇଁ ଅନେକ ଭୁଲ କାମ କରି ବସୁ ଛନ୍ତି।ଏହି କାମ କୁ କରିବା ଆଗରୁ ସେମାନେ ଟିକେ ବି ଭାବୁ ନାହାନ୍ତି
Special Report
ଏହି କାମ କଲେ ସମାଜ ର କଣ କ୍ଷତି ହେବ।କେବଳ ନିଜର ଇଚ୍ଛା ପାଇଁ ସେ ଅପରାଧି ମାନେ ଏତେ ତଳ କୁ ଖସି ଯାଉଛନ୍ତି।ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ର ଭୋପାଲ୍ ର ରାଜଗଡ ଠାରେ।ଜଣେ ମହିଳା ନିଜ ଅଭିଯୁକ୍ତ ସ୍ଵାମି ଙ୍କୁ ଦେଖା କରିବା ପାଇଁ ଗତ ମେ ମାସ ରେ ଆସିଥିଲେ।
ତାଙ୍କ ଶଶୁର ମଧ୍ୟ ତାଙ୍କ ସହିତ ଆସିଥିଲେ।ହେଲେ ଜେଲ କର୍ମଚାରି ମାନେ ତାଙ୍କ ଶଶୁର ଙ୍କୁ ବାହାରେ ବସାଇ ଦେଲେ।ଓ ଉକ୍ତ ମହିଳା କୁ ଜେଲ ଭିତର କୁ ନେଇ ତାଙ୍କ ସହିତ ଜୋର ଜବରଦସ୍ତ କଲେ।ତାଙ୍କୁ ଦୁ-ର୍ଷ୍କ-ମ କଲେ।ଏହି କଥା କୁ ବାହାରେ ନ କହିବା ପାଇଁ ଧମକ ଦେଲେ।
Special Report
ହେଲେ ମହିଳା ଜଣକ ଏହି କଥା କୁ ଶୁଣି ନ ଥିଲେ।ସେ କାହାରି ଧମକ କୁ ଡରି ନ ଥିଲେ।ସୁଚନା ଅନୁସାରେ ମହିଳା ଙ୍କ ସ୍ୱାମୀ ୨୦୧୮ ମସିହା ରୁ ଏକ ନକଲି କରେନ୍ସି ମାମଲା ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ରେ ଅଛନ୍ତି।ମହିଳା ଜଣକ ତାଙ୍କୁ ଦେଖା କରିବା ପାଇଁ ଜେଲ କୁ ଆସି ଥିଲେ।
ହେଲେ କାର୍ଯ୍ୟରତ ପ୍ରହରୀ ମାନେ ତାଙ୍କୁ ବ-ଳ-ତ୍କା-ର କରିଥିଲେ।ମହିଳା ଜଣକ ଏ ବିଷୟ ରେ ମୁଖ୍ୟମନ୍ତ୍ରୀ ହେଲ୍ପ ଲାଇନ୍ ନମ୍ବର ରେ କଲ. କରି ଜଣାଇ ଥିଲେ।ହେଲେ ଅନେକ ଦିନ ପର୍ଯ୍ୟନ୍ତ ଏ ବିଷୟ କୁ ନେଇ କୌଣସି ନ୍ୟାୟ ତାଙ୍କୁ ମିଳି ପାରିଲା ନାହିଁ।
Special Report
ସେଥିପାଇଁ ମହିଳା ଜଣକ ୧୨ ଅଗଷ୍ଟ ଦିନ ରାଜଗଡ ଏସ୍ପି ଙ୍କ କାର୍ଯ୍ୟାଳୟ ଠାରେ ପହଁଚି ଥିଲେ।ଏସ୍ପି ଙ୍କୁ ସବୁ କଥା ଜଣାଇ ଥିଲେ।ସାଙ୍ଗେ ସାଙ୍ଗେ ଏସ୍ପି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ପୋଲିସ ସେହି ଦୁଇ ଜଣ ପ୍ରହରୀ ରାଜନାଥ ତିୱାରୀ ଓ ରାଜେଷ୍ ଗୁଜ୍ଜର ଙ୍କୁ ତାଙ୍କ ଚାକିରୀ ରୁ ବାହାର କଲେ।ଓ ତାଙ୍କୁ ଜେଲ ରେ ପୁରେଇ ଦେଲେ।
Special Report
ମହିଳା ଙ୍କ ଏଭଳି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ଅନେକ ପ୍ରଶଂସା କଲେ।ସେ ତାଙ୍କ କଠିନ ମନୋବଳ ପାଇଁ ସେହି ଦୁଇ ପ୍ରହରୀ ଙ୍କୁ ଉପଯୁକ୍ତ ଦଣ୍ଡ ଦେଲେ।