Movie prime

ଦିଦି ଖାଇ ଯାଉଛନ୍ତି କୁକୁଡ଼ା ଙ୍କ ଅଣ୍ତା...ଦିଦି ଙ୍କ ପ୍ରତିବାଦ ରେ ରାସ୍ତା କୁ ଓଲ୍ହେଇଲେ ଅଭିଭାବକ

 
Ju
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଅଙ୍ଗନବାଡ଼ି ଦିଦି ନାଁରେ ଗ୍ରାମବାସୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଶୁଣିବାକୁ ମିଳୁଛି କିଛି ଲୋକ ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ବଦନାମ କରିବା ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି। 
ସେହି ଅଙ୍ଗନବାଡ଼ି ଦିଦିଙ୍କୁ ବେଆଇନ ଭାବେ ଚାନ୍ଦା ମାଗିବାକୁ ବିରୋଧ କରିବାରୁ, କିଛି ଲୋକ ମାନେ ଛୋଟ ଛୋଟ ଛୁଆ, ଶିକ୍ଷାନୁଷ୍ଠାନର ନିର୍ଦ୍ଧିଷ୍ଟ ଅଙ୍ଗନବାଡି କର୍ମୀଙ୍କୁ ନେଇ ହିନ୍ କାର୍ଯ୍ୟ କରିବା ପାଇଁ ପ୍ରୟାସ କରିଛନ୍ତି।
Hh
ତେବେ ସେହି ଲୋକ ମାନଙ୍କ ଅଭିଯୋଗ ଅନୁଯାଇ ନିର୍ଦ୍ଦିଷ୍ଟ ଅଙ୍ଗନବାଡି କେନ୍ଦ୍ର ନିୟମିତ ଖୋଲା ନଯିବା, ଠିକ୍ ସମୟରେ ଛୋଟ ଛୁଆ ମାନଙ୍କୁ ଅଣ୍ଡା ଛତୁଆ ନଦିଆଯିବା, ନିୟମିତ ଭଲ ଖାଦ୍ୟ ପ୍ରସ୍ତୁତ ନକରାଯିବା ଆଦି ଘଟଣାର ସୂଚନାଧିକାରି ଆଇନ ବଳରେ ଗଙ୍ଗାଧର ନାମକ ବ୍ୟକ୍ତି ତଥ୍ୟ ମାଗିଥିଲେ। 
ଆଉ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ସୂଚନାଧିକାରୀଙ୍କୁ ତଥ୍ୟ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ, ଲୋକ ମାନେ ଅଙ୍ଗନବାଡି ଦିଦୀଙ୍କୁ ଧମକ ଚମକ ଦେବା ସହିତ ଚାନ୍ଦ ମାଗିବା ଏବଂ ତାଙ୍କ ପରିବାରକୁ ବଦନାମ କରିଥିବା କଥା ଅଙ୍ଗନବାଡି ଦିଦୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଅନ୍ୟପଟେ କିଛି ଅଭିଭାବକଙ୍କ ପ୍ରତିକ୍ରିୟା ନେବାରୁ ସେମାନେ ତୀବ୍ର ନିନ୍ଦା କରିବା ସହିତ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ଅଭିଭାବକଙ୍କୁ ଅଯଥାରେ ବଦନାମ କରାଯାଉଛି ବୋଲି ସେମାନେ ଓଲଟା ଅଭିଯୋଗ ଆଣିଛନ୍ତି। ତେବେ ଏଭଳି ଏକ ଘଟଣା ଆଳି ଶିଶୁ ବିକାଶ କେନ୍ଦ୍ରରେ ଅଧିନରେ ଥିବା ମହୁ ପଞ୍ଚାୟତ ବଜାର ତାଣ୍ଡି ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.