Movie prime

ଆରେ ଆରେ ଦିଦି କହିଲେ ବାହାରକୁ ଗଲେ ଦେଖେଇବି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମେଡିକାଲରେ ନାହାନ୍ତି ଡାକ୍ତର। ବିନା ଡାକ୍ତର ରେ ଚାଲିଛି ରୋଗୀ ସେବା। ନାଁ ସ୍ପେଶାଲିଷ୍ଟ ଅଛନ୍ତି ନାଁ ଅଛନ୍ତି କୌଣସି ବିଶେଷଜ୍ଞ।
ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ଖବର ସଂଗ୍ରହ କରିବାକୁ ଆସିଥିବା କିଛି ଲୋକ ମେଡିକାଲ୍ ଭିତରକୁ ପସିଆସିଛନ୍ତି।
ଏବଂ ଡାକ୍ତର କେଉଁଆଡେ ଯାଇଛନ୍ତି ବୋଲି ପଚାରିବାରୁ ସେଠାରେ ଉପସ୍ଥିତ ଥିବା ଦିଦି ଜଣକ ତାଙ୍କ ଉପରେ ବିରକ୍ତ ହେଉଛନ୍ତି। 
ଏପରିକି ନିଜ ମୋବାଇଲରେ ଘଟଣାକୁ ରେକର୍ଡିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଦିଦି ଜଣକ ଖବର ସଂଗ୍ରହ କରିବାକୁ ଆସିଥିବା ଲୋକଙ୍କ ଉପରେ ବିରକ୍ତ ହେଉଛନ୍ତି।
ଦିଦି ଜଣକୁ ଡାକ୍ତର କେଉଁଆଡେ ଯାଇଛନ୍ତି ବୋଲି ପଚାରିବାରୁ ଉତ୍ତରରେ ଦିଦି ଜଣକ କହୁଛନ୍ତି ସେ କିଛି ଜାଣିନାହାନ୍ତି କି କିଛି କହିପାରିବେ ନାହିଁ। ୪୦ ରୁ ୫୦ ଲୋକ ନେମପ୍ଲେଣ୍ଟ ରେ ଅଛନ୍ତି କିନ୍ତୁ ଡାକ୍ତର ଡିୟୁଟିରେ ନାହାଁନ୍ତି। 
ପେସେଣ୍ଟମାନେ ମଧ୍ୟ ବହୁତ୍ ସମୟ ଅପେକ୍ଷା କରି ଛିଡା ହୋଇଛନ୍ତି। ଏବଂ ଆଇସିୟୁରେ ମଧ୍ୟ ଡାକ୍ତର ଡିୟୁଟିରେ ନାହାଁନ୍ତି। ଯାହାଫଳରେ ଆଇସିୟୁରେ ଅନେକ ପେସେଣ୍ଟ ଡାକ୍ତରଙ୍କୁ ଅପେକ୍ଷା କରି ବେସ୍ତ ମଧ୍ୟ ହେଉଛନ୍ତି।
କିନ୍ତୁ ହେଲ୍ପଟେଷ୍ଟରେ ବସିଥିବା ଦିଦିଙ୍କୁ ଏହା ବିଷୟରେ ପଚାରିଲେ ଦିଦି ଜଣକ ବିରକ୍ତ ହେଉଛନ୍ତି। ଦେଖିବାକୁ ମିଳୁଛି ପ୍ଲେକ୍ସରେ ବହୁତ୍ ଜଣ ଡାକ୍ତରଙ୍କ ନାମ ଲାଗିଛି କିନ୍ତୁ କେହି ଜଣେ ହେଲେ ଡାକ୍ତର ନାହାନ୍ତି। 
ଉପସ୍ଥିତ ଥିବା ଦିଦି ଜଣଙ୍କୁ ପଚାରିବାରୁ ସେମାନଙ୍କୁ ଅଭଦ୍ରାମି ବ୍ୟବହାର କରୁଛନ୍ତି। ଶେଷରେ ବାରମ୍ବାର ମାଡ଼ାମ ଜଣଙ୍କୁ ପଚାରିବାରୁ ମାଡ଼ାମ ଜଣକ କିଛି ନକହି ଚୁପ୍ ହେଇଗଲେ। ଡାକ୍ତର ନ ଥିବାରୁ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁନି।
ପ୍ରତିଦିନ ବହୁ ସଂଖ୍ୟକ ରୋଗୀ ଆସୁଥିଲେ ମଧ୍ୟ ଡାକ୍ତର ନ ଥିବାରୁ ଆବଶ୍ୟକ ଚିକିତ୍ସା ମିଳିପାରୁନାହିଁ। ତେବେ ଏହି ଘଟଣାଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.