Movie prime

ଦିଦି ଙ୍କ ପାଠ ପଢେଇବା video ହୋଇଗଲା viral, ଆପଣ ବି ଦେଖିଲେ କହିବେ ବାଃ କି ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ଅନେକ ଖବର ଜଣୁଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସନି।ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଜାଣିଥିବେ ଆଜିକା ଯୁଗରେ ଏଭଳି କିଛି ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଉ କିଛି ଘଟଣା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଇଥାଏ ।
ଆପଣମାନେ ଆଉ କିଛି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଏଭଳି କିଛି ଘଟଣା ଆପଣମାନେ ଦେଖିପାରିବେ ।
ଆପଣମାନେ ଏହି ଶିକ୍ଷକ ଆଉ ଶିକ୍ଷୟିତ୍ରୀଙ୍କୁ ନେଇ ଅନେକ ସାରା ଖବର ଦେଖିଥିବେ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ।
ଆପଣମାନେ ତ ଜାଣିଥିବେ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି ଅର୍ଥ ସେ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବେ । ଆଉ ତାଙ୍କର ପାଠପଢା ଭଲ ହୋଇଥିବ । ତାଙ୍କର ପାଠପଢା ଭଲ ବୋଲି ତାଙ୍କୁ ଶିକ୍ଷୟତ୍ରୀ ଭାବେ ରଖାଯାଇଛି ।
ଏବଂ ସେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଶିକ୍ଷୟତ୍ରୀ ଜଣକ କଳପଟାରେ ଭୁଲ ଲେଖିଛନ୍ତି ।
ଆଉ ଯଦି ଶିକ୍ଷୟତ୍ରୀ ଭୁଲ ଲେଖିବେ ତାହେଲେ ଛାତ୍ରଛାତ୍ରୀ କଣ ବା ଶିଖିବେ । କଳପଟାରେ ଯାହା ଲେଖା ହୋଇଛି ଆପଣମାନେ ଜାଣିଲେ ମନରେ ପ୍ରଶ୍ନ ଆସିବ କି ଏମାନଙ୍କୁ ଚାକିରୀ କିଏ ଦେଲା । ପିଲାଙ୍କ ଭବିଷ୍ୟତ ଏମାନେ କିପରି ଗଢିବେ ।
ଏହି ଶିକ୍ଷୟତ୍ରୀ ଜଣକ ପାଠ ପଢ଼ାଇବା ସମୟରେ ସେଠାରେ ଜଣେ ଯୁବକ ପହଞ୍ଚିଥିଲେ । ଆଉ ସେ ଏହି ଶିକ୍ଷୟତ୍ରୀ ଜଣଙ୍କର ପାଠପଢା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ସେହି ଶିକ୍ଷୟତ୍ରୀ ଜଣକ କଳାପଟାରେ ସବୁ ଭୁଲ ହିଁ ଲେଖିଥିଲେ । 
ଏହାପରେ ସେହି ଯୁବକ ଜଣକ ତାଙ୍କୁ କିଛି ଶବ୍ଦ ଡାକିଥିଲେ ଆଉ ସେ ଏହାକୁ କଳାପଟାରେ ଲେଖିଥିଲେ । ସବୁ ଭୁଲ ହିଁ ଲେଖିଥିଲେ । ଏହିଭଳି ଭୁଲ ଯଦି ଶିକ୍ଷୟତ୍ରୀ ଜଣକ ଲେଖିବେ ତାହେଲେ ଏହି ପିଲାମାନେ କଣ ହେ ଶିକ୍ଷା କରିବେ ।
ପୁଣି ଆଶ୍ଚର୍ଯ୍ୟର କଥା ଏଇୟା ଯେ ଏହି ଶିକ୍ଷୟତ୍ରୀ ଜଣକ ବିଏ ପର୍ଯ୍ୟନ୍ତ ପାଠ ପଡିଛନ୍ତି । ବିଏ ପାଠ ପଢି ମଧ୍ୟ ଏଭଳି ଭୁଲ କରିବା କଣ ଠିକ୍ ? ଆଜ ଏଭଳି ଲୋକଙ୍କୁ ଶିକ୍ଷୟତ୍ରୀ କରିବା କଣ ଠିକ୍ ? ତାଙ୍କୁ କିଏ ଚାକିରୀ ଦେଲା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।