Movie prime

ଦୋକାନ ରୁ ଚୋରି କରିବା ପଡ଼ିଗଲା ଯୁବତୀ ଙ୍କୁ ମହଙ୍ଗା : ଲଙ୍ଗଳା କରି ଜିନିଷ ଦେଲେ ଯୁବତୀ...

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଚୋରି କରୁଥିବା ସମୟ ରେ ଧରା ପଡ଼ି ଗଲେ ଯୁବତୀ।ଡ୍ରେସ୍ ଦୋକାନ ଭିତରୁ ଡ୍ରେସ୍ ଚୋରି କରୁଥିଲେ ମହିଳା।ଏହି ସମୟ ରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ସବୁ କାରନାମା କୁ ତାଙ୍କ ମୋବାଇଲ ଫୋନ ରେ କଏଦ କରି ଦେଇଥିଲେ।
Special report
ଏହି ଭିଡିଓ କୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଝିଅ ଡ୍ରେସ୍ କିଣିବାକୁ କୁ ଯାଇ ସବୁ ଡ୍ରେସ୍ ଭାବି ଥିଲା ଚୋରି କରି ଆଣିବ।ହେଲେ ତାର ସବୁ ପ୍ଲାନ୍ ଫ୍ଲପ ହୋଇ ଯାଇଥିଲା।
ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ଜଣେ ଯୁବତୀ ଦୋକାନ ଭିତରକୁ ଡ୍ରେସ୍ କିଣିବା ପାଇଁ ପ୍ରବେଶ କରିଛି।ଏହା ପରେ ସେଠାରେ ଥିବା ଗୋଟିଏ ପରେ ଗୋଟିଏ ଡ୍ରେସ୍ ନେଇ ଚେଞ୍ଜୀଙ୍ଗ ରୁମ୍ ରେ ପ୍ରବେଶ କରିଛି।ସବୁ ଡ୍ରେସ୍ କୁ ପିନ୍ଧି ସେ ନିଜ ବ୍ୟାଗ୍ ରେ ଭର୍ତି କରି ଦେଇଥିଲା।
ଏହା ପରେ ତାର ଅନ୍ତ ବସ୍ତ୍ର ମଧ୍ୟ ସେ ଚୋରି କରି ନେଇଥିଲେ।ଏହା ପରେ ଯୁବତୀ ଜଣକ ବାହାରେ ଆସି କହିଥିଲେ କି ମୋର କୌଣସି ବି ଡ୍ରେସ ପସନ୍ଦ ଆସୁ ନାହିଁ।ସେ ଡ୍ରେସ୍ ସବୁ ଚେଞ୍ଜିଙ୍ଗ ରୁମ୍ ରେ ରହିଛି।
Special report
ଏହା ପରେ ଦୋକାନ ର କିଛି କର୍ମ ଚାରି ସେହି ରୁମ୍ କୁ ଯାଇ ଡ୍ରେସ୍ ଦେଖିଥିଲେ।ସେଠାରେ କିଛି ବି ଡ୍ରେସ ନ ଥିଲା।ଏହା ପରେ ଯୁବତୀ ଙ୍କୁ ଏ ବିଷୟ ରେ ପଚରା ଯାଇଥିଲା।ସେ ଏହି ସମୟ ରେ ଡରି ଯାଇଥିଲେ।
ତାଙ୍କ ବ୍ୟାଗ୍ କୁ ଖୋଲିବାକୁ କୁହା ଯାଇ ଥିଲେ।ସବୁ ଡ୍ରେସ୍ ମିଳି ଯାଇ ଥିଲା।ସମସ୍ତ ଙ୍କ ସମ୍ମୁଖ ରେ ତାଙ୍କୁ ତାଙ୍କ ପୋଷାକ ଖୋଲିବାକୁ କୁହା ଯାଇ ଥିଲା।ଏହା ଦୋକାନ ର ଜଣେ ଯୁବତୀ କର୍ମଚାରୀ ତାଙ୍କ ଡ୍ରେସ୍ ଟାଣି ଖୋଲି ଦେଇଥିଲେ।
ସମସ୍ତେ ଦେଖିବାକୁ ପାଇ ଥିଲେ କି ସେ ସବୁ ଅନ୍ତ ବସ୍ତ୍ର ପିନ୍ଧି ଥିଲେ।ଏହା ପରେ ତାଙ୍କର ସବୁ ଅନ୍ତ ବସ୍ତ୍ର ଖୋଲା ଯାଇଥିଲା।କିଛି ଯୁବତୀ ମାନେ ସେହି ଯୁବତୀ ଙ୍କୁ ସେଠାରେ ମାରି ଥିଲେ।ଏହା ପରେ ସେମାନେ ପୋଲିସ ର ସାହାର୍ଯ୍ୟ ନେଇ ଥିଲେ।
ପୋଲିସ ସେଠାରେ ପହଞ୍ଚି ଯୁବତୀ ଙ୍କୁ ଗିରଫ କରି ଥିଲା।ଏବେ ପ୍ରାୟ ଆପଣ ମାନେ ପ୍ରତିଦିନ ଏଭଳି ଘଟଣା ବିଷୟ ରେ ଶୁଣୁ ଥିବେ।କିଣା କିଣି କରିବାକୁ ଆସି ଯୁବତୀ ମାନେ ଦୋକାନ ରୁ ଚୋରି କରି ନେଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.