Movie prime

ଗଞ୍ଜାମ ଦୁର୍ଘଟଣା ର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଲା CCTV ଭିଡିଓ ଦେଖନ୍ତୁ ଗୋଟିଏ କ୍ଷଣରେ କେମିତି ହୋଇଗଲା ସର୍ବନାଶ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବେଳେବେଳେ କିଛି ଏଭଳି ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଥାଏ
ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି। ଆଉ ବର୍ତ୍ତମାନ ଦୁ-ର୍ଘ-ଟ-ଣା-ର ଏକ ଭିଡିଓଟିଏ ସିସିଟିଭିରେ କୋଏଦ୍ ହୋଇଥିବାର ଦେଖିବାକୁ ମିଳିଛି। 
ତେବେ ରାସ୍ତାରେ ଚାଲିବା ହେଉ ବା ଗାଡ଼ି ନେଇ ଯେତେବେଳେ ବାହାରକୁ ବାହାରିଥାଉ ସେତେବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ନଚେତ ଦୁ-ର୍ଘ-ଟ-ଣା ଘଟି ଜୀବନ ଯିବାର ସମ୍ଭାବନା ରହିଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଯେ, ହିଞ୍ଜିଳିକାଟୁରେ ସଡକ ଦୁ-ର୍ଘ-ଟ-ଣା-ରେ ଜଣେ ମୃ-ତ ଜଣେ ଗୁରୁତର। ହିଞ୍ଜିଳି ଥାନା ଅଧୀନସ୍ଥ ସରୋଜଛକ ନିକଟବର୍ତ୍ତୀ ଏଚପି ପେଟ୍ରୋଲ ପମ୍ପ ସାମ୍ନାରେ ଦୁ-ର୍ଘ-ଟ-ଣା ଘଟି ଜଣେ ଯୁବକଙ୍କର ମୃ-ତ୍ୟୁ ହୋଇଛି। 
ଏବଂ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃ-ତ ଯୁବଙ୍କ ଜଣଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଥିଲା।
ତେବେ ବନ୍ଧୁଗଣ ଉଭୟ ଦୁଇ ସାଙ୍ଗ ଏକ ସ୍କୁଟିରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକେଇ ବାହାରକୁ ଯାଉଥିଲେ। ଠିକ୍ ସେତିକିବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ 'ସଙ୍କଟ ତାରିଣୀ' ସହିତ ଧକ୍କା ହୋଇଥିଲା। 
ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃ-ତ୍ୟୁ ହୋଇଥିଲା। ଏବଂ ଗୁରୁତର ଆହତ ଅନ୍ୟ ଯୁବକକୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହକୁ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଦୁ-ର୍ଘ-ଟ-ଣା-ଗ୍ରସ୍ଥ ବାସ ଓ ସ୍କୁଟିକୁ ଜବତ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.