Movie prime

ହେ ଭଗବାନ ଲାଇଭ ଦୁର୍ଘଟଣା : ଚାଲିଗଲା ଯୁବକ ର ଜୀବନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ସବୁଦିନେ ଦୁର୍ଘଟଣାକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଉଥିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଆଜିକା ଦୁନିଆରେ ଲୋକମାନେ କିଭଳି ଗାଡ଼ି ଚଲାଉଛନ୍ତି ଯାହାଦ୍ଵାରା ଏଭଳି ଅନେକ ଘଟଣା ଘଟୁଛି । 
ଲୋକମାନେ ରାସ୍ତାରେ ଦେଖୁଛନ୍ତି କି ଗାଡ଼ି ଚଳାଚଳ କିଭଳି ହେଉଛି । ଏହାସହ ସେମାନେ ଟିକେ ବି ସତର୍କତା ଅବଲମ୍ବନ କରୁନାହାଁନ୍ତି । ଲିଛିଲୋକ ବିନା ହେଲମେଟ ପିନ୍ଧି ଗାଡ଼ି ଚଲାଉଛନ୍ତି ।
ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ଗାଡ଼ି ଚଲାଇ ଥାଆନ୍ତି ଯାହାଦ୍ଵାରା ସେମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏମିତି ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । ଆପଣମାନେ ବି ସୋସିଆଲ ମିଡିଆରେ ଏଭଳି ଘଟଣା ସବୁବେଳେ ବା ପ୍ରତି ମୁହୂର୍ତ୍ତରେ ଦେଖି ପାରୁଥିବେ ।
ଏବେ ଏମିତି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ କି ଗାଡ଼ି ରାସ୍ତା ମଝିରେ ଚଳାଇଥାନ୍ତି ଆଉ ଅନେକ ଷ୍ଟାଇଲ ଦେଖାଇଥାନ୍ତି ସତେ ଯେପରି ରାସ୍ତାରେ ତାଙ୍କ ଗାଡ଼ି ଛଡ଼ା ଆଉ କାହାର ଗାଡ଼ି ଚାଲିବ ନାହିଁ।
ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ରାସ୍ତାରେ ଗାଡି ସହ ଛିଡ଼ା ହୋଇ ରାସ୍ତାର ଏପଟ ସେପଟ ନ ଦେଖି ଗାଡ଼ି ବୁଲାଇବାକୁ ଚେଷ୍ଟା କରୁଛି ।
ଆଉ ଏହାପରେ ସେ ଗାଡ଼ି ବୁଲାଇବା ସମୟରେ ତାର ଗାଡ଼ି ସହ ଆଉ ଏକ ବାଇକ୍ ଆସି ଧକ୍କା ହୋଇଥିଲା । ଏହି ଧକ୍କା ଫଳରେ ବାଇକ୍ ଚଲାଉଥିବା ଲୋକଟି ବାଇକରୁ ଗଳି ପଡ଼ିଛି ।
ଆଉ ଏହାପରେ ସେହି ବାଇକ୍ ରହି ଯାଉଛି । ଏହି ଗାଡ଼ି ଚଲାଉଥିବା ବ୍ୟକ୍ତି ଜଣକ ଏଭଳି ରାସ୍ତାକୁ ନଦେଖି କି କେଉଁ ଗାଡ଼ି ଆସୁଛି ଏହା ନ ଦେଖି ହଠାତ୍ ଏଭଳି ଗାଡ଼ି ବୁଲେଇବ ତାହେଲେ ଟ୍ରକ୍ କିମ୍ବା ଅନ୍ୟାନ୍ୟ ବଡ ଗାଡ଼ି ସହ ଧକ୍କା ହୋଇ ତାର ଜୀବନ ବି ଯାଇପାରେ । ସେଥିପାଇଁ ଗାଡ଼ି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।