Movie prime

ଦିନରେ ବୋହୂ ଆଉ ରାତି ରେ..ଜଙ୍ଘ ଦେଖେଇ ଟୋକା ଙ୍କୁ କରୁଥିଲା ପାଗଳ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଗୋଟିଏ ସ୍ଵାମୀ ଥାଉ ଥାଉ ସ୍ତ୍ରୀ ଅନ୍ୟ ପୁରୁଷ ଙ୍କ ସହିତ ରଖୁଛି ଶା-ରୀ-ରି-କ ସଂପର୍କ। ରିଲ୍ସ କରି କରି ଅନ୍ୟ ପ୍ରେମ ରେ ପଡ଼ି ଯାଇ ଥିଲେ ସ୍ତ୍ରୀ।ଏହା ପରେ ନିଜ ପରିବାର କୁ ଭୁଲି ଘର ଛାଡ଼ି ଚାଲି ଯାଇଛନ୍ତି ମହିଳା।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ପଞ୍ଚାୟତ ରେ।ସେଠାରେ ଗତ କିଛି ଦିନ ତଳେ ମହିଳା ଜଣକ ନିଜ ଏଗାର ବର୍ଷ ର ଝିଅ ଓ ପୁଅ କୁ ଛାଡ଼ି ଅନ୍ୟ ପୁରୁଷ ଙ୍କ ସହିତ ଚାଲି ଯାଇଚି।
Hh
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ମଧୁସ୍ମିତା ନାମକ ଝିଅ ଟି ଗତ କିଛି ବର୍ଷ ତଳେ ସରୋଜ ଙ୍କୁ ବିବାହ କରି ଥିଲେ।ବିବାହ ସମୟ ରେ ସେ ବହୁତ ସୁନ୍ଦର ଦେଖା ଯାଉ ଥିଲେ।ତାଙ୍କର ଆଗରୁ ନିଶା ରହିଥିଲା ମୋବାଇଲ ରେ ରିଲ୍ସ କରିବା ପାଇଁ।
ତେବେ ତାଙ୍କ ସ୍ଵାମୀ ମଧ୍ୟ ଏଥିରେ ବିରୋଧ କରି ନ ଥିଲେ।ତେବେ ତାଙ୍କ ବିବାହ କୁ ଏଗାର ବର୍ଷ ପୁରୀ ଯାଇ ଥିଲା।ଗୋଟିଏ ଝିଅ ଓ ପୁଅ ରହିଛି।ହେଲେ ଏହି ସମୟ ରେ ତାଙ୍କର ଦେଖା ହୋଇ ଥିଲା ଜଣେ ବ୍ୟକ୍ତି ଙ୍କ ସହିତ।
Nn
ଯାହାର ନାମ ହେଉଚି ବଣ୍ଟି।ଯିଏ କି ମୋବାଇଲ ରେ ପ୍ରଥମେ ତାଙ୍କ ସହିତ କଥା ହୋଇ ଥିଲେ।କଥା ହେଉ ହେଉ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସଂପର୍କ ଗଢି ଉଠି ଥିଲା।ତେବେ ଗତ ମାର୍ଚ୍ଚ ମାସ ରେ ଉଭୟ ନିଷ୍ପତି ନେଇ ଥିଲେ ବିବାହ କରିବା ପାଇଁ।
ସେମାନେ ଘର ଛାଡ଼ି ଚାଲି ଯାଇ ଥିଲେ।ମଧୁସ୍ମିତା ଯିବା ଆଗରୁ ଥରେ ହେଲେ ନିଜ ଝିଅ ପୁଅ ଓ ସ୍ଵାମୀ ଙ୍କ କଥା ଭାବିଲେ ନାହିଁ।ପ୍ରେମ ନିଶା ରେ ପାଗଳି ହୋଇ ଯାଇ ଛନ୍ତି।ଏ ନେଇ ଗତ କାଲି ତାଙ୍କ ସ୍ବାମୀ ସରୋଜ ଥାନା ରେ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।ମଧୁସ୍ମିତା ଙ୍କ ର ଆଗରୁ ମଧ୍ୟ ଅନ୍ୟ ପୁରୁଷ ସହିତ ଶା-ରୀ-ରି-କ ସମର୍କ ଥିଲା ବୋଲି ତାଙ୍କ ସ୍ଵାମୀ ସରୋଜ କହିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.