Movie prime

ବହୁ ବର୍ଷ ର ପ୍ରେମିକା କୁ ଶେଷ ରେ ବିବାହ କରି ବାପା ହେବାର ସ୍ବପ୍ନ ଦେଖିଲେଣି ଦୂତୀ, କହିଲେ ଏମିତି ହେବେ ବାପା

 
Yhy
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଖୁସି ମଧ୍ୟ ହେବେ।ବାପା ହେବାକୁ ଦୂତି ଙ୍କ ଇଚ୍ଛା।
Bb
ପ୍ରେମ କରୁଥିଲେ ଆଉ ଏବେ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି।ଦୌଡ଼ ରାଣୀ ଙ୍କ ପ୍ରେମ କାହାଣୀ ଦିନେ ଚର୍ଚ୍ଚା ପାଲଟି ଥିଲା।ଏବେ ସେ ଯାହାକୁ ଭଲ ପାଉଥିଲେ ତାଙ୍କୁ ସିନ୍ଦୂର ଦେବେ ବୋଲି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଏକ ଇଂରାଜୀ ପତ୍ରିକା ରେ ସ୍ଥାନିତ ହୋଇଛି ଦୂତି ଏବଂ ତାଙ୍କ ପ୍ରେମିକା ମୋନାଲିସା ଙ୍କ ଯୁଗଳ ଚିତ୍ର।ଯେଉଁଥିରେ ଦୌଡ଼ ରାଣୀ ଦୂତି ଚାନ୍ଦ ପ୍ରେମିକା ମୋନାଲିସା ଦାସ ଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି।
Hh
ଇଣ୍ଡିଆ ଟୁଡେ କୁ ଦେଇଥିବା ସାକ୍ଷାତକାର ରେ ଦୌଡ଼ ରାଣୀ ଦୂତି ଚାନ୍ଦ ନିଜ ପ୍ରେମ ସମ୍ପର୍କ ରେ ଖୋଲା ଖୋଲି ଅନେକ କଥା କହିଛନ୍ତି।ସେ ଏବେ ପରସ୍ପର ଙ୍କୁ ପ୍ରେମ କରୁଛନ୍ତି।
ଏବଂ ଆଗକୁ ବିବାଦ ବନ୍ଧନରେ ବାନ୍ଧି ହେବେ ବୋଲି କହିଛନ୍ତି।ହେଲେ ଦୌଡ଼ ରାଣୀ ଦୂତି ଚାନ୍ଦ କେବେ ବିବାହ କରିବେ ସେନେଇ କୌଣସି ସୂଚନା ଦେଇ ନାହାନ୍ତି।
ଯଦି ଦୌଡ଼ ରାଣୀ ଦୂତି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ତେବେ ବାପା କିଏ ହେବେ ବୋଲି ପ୍ରଶ୍ନ ଉପରେ ସେ ନିଜେ ବାପା ହେବେ ବୋଲି ଦୂତି କହିଥିଲେ।ଆଉ ଦୂତି ଚାନ୍ଦ ସାକ୍ଷାତକାର ରେ କହିଛନ୍ତି ଜଣେ ସବୁ ଫଟୋ ଠାରୁ ଏହା ହେଉଛି ନିଆରା ଫଟୋ।
କାରଣ ଏଥର ଯେଉଁ ଫଟୋ ଶୁଟ ହୋଇଛି ସେଥିରେ ସେ ତାଙ୍କ ବାନ୍ଧବୀ ଙ୍କୁ ସିନ୍ଦୂର ପିନ୍ଧାଉଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ବିବାହ ପରେ ସେ ପୁରୁଷ ଆଉ ତାଙ୍କ ବାନ୍ଧବୀ ଙ୍କୁ ସ୍ତ୍ରୀ ରୂପେ ଦେଖିବେ।ସେମାନେ ସ୍ଵାମୀ ସ୍ତ୍ରୀ ହୋଇ ରହିବେ।
ଯଦି ଭବିଷ୍ୟତ ର ସନ୍ତାନ ହେବ ତାହେଲେ ସେ ବାପା ହେବେ ଆଉ ତାଙ୍କ ସ୍ତ୍ରୀ ମା ହେବେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.