Movie prime

ଏହି ଗାଁ ରେ ମାତ୍ର ୫୦୦ ଟଙ୍କା ରେ ମିଳିଯିବ ଝିଅ, ଖବର ପାଇ ଓଡ଼ିଶା ରୁ ଗଲେଣି ଯୁବକ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ରେଡ ଲାଇଟ୍ ଏରିଆ ବିଷୟ ରେ ଶୁଣି ଥିବେ।ଭାରତ ରେ ଅନେକ ସ୍ଥାନରେ ଏଭଳି ସ୍ଥାନ ଦେଖି ଥିବେ।ଯେଉଁ ଠାରେ ଝିଅ ମାନେ ରାତି ରେ ହେଲେ ଖରାପ କାମ ରେ ଲିପ୍ତ ରୁହନ୍ତି।
Special Report
ଆଜି ଆମେ ସେଭଳି ଏକ ସ୍ଥାନ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ସ୍ଥାନ ଟି ହେଉଛି ନେପାଳ ଠାରେ।ସେଠାରେ ଏପରି ଅନେକ ସ୍ଥାନ ରହିଛି।ପାହାଡିଆ ଅଞ୍ଚଳରେ କିଛି ଯୁବତୀ ମାନେ ରହିଥାନ୍ତି।ଯେଉଁ ମାନେ ରାତି ହେଲେ ନିଜ କାମ ରେ ଲାଗି ପଡନ୍ତି।
ସେହି ଅଞ୍ଚଳ ଟି ରେଡ ଲାଇଟ୍ ଏରିଆ ଭାବରେ ଜଣା ଶୁଣା।ଆପଣ ମାନେ ଯଦି ନେପାଳ ଯିବେ ବୁଲିବା ପାଇଁ ତେବେ ସେଠାରେ ଅନେକ ପାହାଡ଼ ପର୍ବତ ଦେଖିବେ।ସେହି ରେଡ ଲାଇଟ୍ ଏରିଆ ଟି ଦେଖିବାକୁ ବହୁତ ସୁନ୍ଦର।
ପାହାଡ ପର୍ବତ ସେଠାରେ ଘେରି ରହିଛି।ପାହାଡ ରେ ପାଦ ଦେଶ ରେ ଅନେକ ଯୁବତୀ ମାନେ ଛୋଟ ଛୋଟ ଘର କରି ରହୁଛନ୍ତି।ରାସ୍ତା କଡ ରେ ହୋଇ ଥିବାରୁ ପୁରୁଷ ମାନେ ରାତି ହେଲେ ସେଠାକୁ ଯାଆନ୍ତି।
Special Report
ସେହି ଯୁବତୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି।ସେହି ରାସ୍ତା କଡ ରେ ଅନେକ ଖରାପ ଜିନିଷ ସବୁ ପଡ଼ି ଥିବାର ମଧ୍ୟ ଆପଣ ମାନେ ଦେଖି ବାକୁ ପାଇବେ।ସେ ସ୍ଥାନ ଟି ଦିନ ରେ ବନ୍ଦ କରି ଦିଆ ଯାଇ ଥାଏ।
ହେଲେ ରାତି ରେ ମହିଳା ମାନେ ସଜ ହୋଇ ବସି ଥାଆନ୍ତି।ଲୋକ ଙ୍କ ଭିଡ ଦେଖିବାକୁ ମିଳେ।ବହୁ ଟଙ୍କା ଖର୍ଚ୍ଚ କରି ପୁରୁଷ ମାନେ ସେଠାକୁ ଯାଇ ଥାଆନ୍ତି।ଦିନ ସମୟ ରେ ସବୁକିଛି ସାଧାରଣ ଲାଗିବ।
ରାତି ସମୟ ରେ ସେଠାରେ ଯୁବତୀ ମାନେ ଠିଆ ହୋଇ ଥାଆନ୍ତି।ସେଥିପାଇଁ ସେ ଅଞ୍ଚଳ କୁ ରେଡ ଲାଇଟ୍ ଏରିଆ ବୋଲି କୁହା ଯାଇଥାଏ।ଆପଣ ମାନେ ଏଭଳି ଖୋଲା ସ୍ଥାନ ଆଗରୁ କେଉଁଠି ବି ଦେଖି ନ ଥିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.