Movie prime

ଭୟଙ୍କର ଭୁତିଆ ଭିଡିଓ ଏକୁଟିଆ ଦେଖିବା ସମ୍ପୂର୍ଣ ମନା ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ ।
Special report
ଏହି ଭିଡିଓ ଦେଖିଲେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ମନରେ ଆସିଲେ ଆପଣ ଭୟ କରିବେ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି । ଏହି ଭିଡିଓ ବିଷୟରେ ଯେ କେହିବି ଜାଣିବେ ସେ ମନରେ ଭୟ ଆଣିବ । ଏବେ ଏହା ଆପଣମାନେ ଜାଣିପାରିବେ ।
ଦୁନିଆର ଅନେକ ପ୍ରକାରର ଜିନିଷ ଥାଏ । ଭୂତ, ପ୍ରେତ ଆଦି ଅନେକ ପ୍ରକାରର ଜିନିଷ ରହିଛି । ଆଜିବି ଲୋକମାନେ ଏହାକୁ ବିଶ୍ୱାସ କରୁଛନ୍ତି । ଦୁନିଆ ଯେତେବି ଉନ୍ନତି କରିଲେ ମଧ୍ୟ ଅନେକ ଲୋକ ଅଛନ୍ତି ଭୂତ ପ୍ରେତ ପିଶାଚ ଆଦିକୁ ବିଶ୍ବାସ କରିଥାନ୍ତି ।
Special report
ଏବେ ଏହି ଭିଡିଓରେ ଆପଣମାନେ କ୍ୟାମେରାରେ କଏଦ ହୋଇଥିବା କିଛି କଥା ଦେଖିପାରିବେ । ଆପଣମାନେ ଜଣେ ମା ଯିଏ କି ପିଲା ଜନ୍ମ କରିବାକୁ ଯାଉଛନ୍ତି ସେ ତାଙ୍କ ପେଟରେ ଏଭଳି କିଛି ଦେଖିଥିଲେ ।
Special report
ଏହି ମହିଳା ଜଣକ ଅଲଟ୍ରାସାଉଣ୍ଡ କରିବା ସମୟରେ ଏଭଳି କିଛି ଦେଖିଥିଲେ । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେ ଯାହା ଦେଖିଥିଲେ ତାହା ବହୁତ ଭୟାନକ ଥିଲା । ଭୟାନକ ଜିନିଷ ଦେଖି ସେ ପରେ ତାକୁ ଖୋଜିବାକୁ ଲାଗିଥିଲେ କିନ୍ତୁ ତାହା ଦେଖା ଯାଇ ନଥିଲା ।
କୌଣସି ଭୟାନକ ମୁହଁ ଦେଖା ଯାଇଥିଲା । ଆଉ ଏକ ଭିଡିଓରେ ଗୋଟିଏ ବିଲେଇ ଶୋଇଥିଲା ଆଉ କବାଟ ଆପେ ଆପେ ଖୋଲି ଯାଉଥିଲା ଆଉ ସତେ ଯେପରି ଏହି କ୍ୟାମେରା ପଛରେ କେହି ଜଣେ ଥିଲା ଭଳି ମନେ ହେଉଥିଲା । ଏଭଳି ଅନେକ ଜିନିଷ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।