Movie prime

ଏମିତି ଏକ ଭୟଙ୍କର ସ୍ଥାନ ପକ୍ଷୀମାନେ କେବଳ ଆ-ତ୍ମ-ହ-ତ୍ୟା କରିବାକୁ ଆସନ୍ତି ଶେଷରେ ବୈଜ୍ଞାନିକ ମାନେ କଢ଼ିଲେ ମୂଳ ତଥ୍ୟ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ ।
Special report
ଏହି ଖବର ହେଉଛି ଏମିତି ଏକ ସ୍ଥାନ ଅଛି ଯେଉଁ ସ୍ଥାନରେ ପକ୍ଷୀମାନେ ସନ୍ଧ୍ୟା ହେଲେ ମରି ଯାଇଥାନ୍ତି । ଏହି ସ୍ଥାନକୁ ଗଲେ ମାରିବାକୁ ଇଚ୍ଛା ହୁଏ ଆଉ ମରିବାକୁ ଭଲଲାଗେ । ସନ୍ଧ୍ୟା ହେଲେ ଏଠାରେ ଅନେକ ପକ୍ଷୀ ମରି ଯାଇଥାନ୍ତି । 
ଏହି ସ୍ଥାନରେ ପକ୍ଷୀମାନଙ୍କୁ ମୃ-ତ୍ୟୁ ଡାକି ନେଉଛି । ଏହି ସ୍ଥାନରେ ଦିନ ସାରା ପକ୍ଷୀମାନେ ବୁଲି ଥାଆନ୍ତି ଆଉ ରାତି ହେଲେ ମରି ଯାଇଥାନ୍ତି । ଏହି ସ୍ଥାନକୁ ଗଲେ ଏଭଳି ସବୁ ହୋଇଥାଏ । ଏହି ସ୍ଥାନ ହେଉଛି ଯମ ଦେବତାଙ୍କ ସ୍ଥାନ । ଏହି ସ୍ଥାନରେ ମୃ-ତ୍ୟୁର ତାଣ୍ଡବ ଚାଲିଥାଏ ।
Special report
ଦିନ ସାରା ସମସ୍ତ ପକ୍ଷୀ ଉଡ଼ି ବୁଲନ୍ତି ଆଉ ରାତି ହେଲେ ମରି ଯାଆନ୍ତି । ସାଧର୍ମରେ ସମସ୍ତେ ସେହି ନିରୀହ ପକ୍ଷୀଙ୍କୁ ଦେଖିବାକୁ ପସନ୍ଦ କରିଥାନ୍ତି । ପକ୍ଷୀ ଯଦି ଘର ବାହାରେ ଥିବା ଗଛରେ ବସା କରିଥାଏ ତାହାକୁ ଶୁଭ ମନା ଯାଇଥାଏ । 
ମନରେ ଅନେକ କଥା ଆସିଥାଏ । ଆଉ ମନ ହୋଇଥାଏ କି ଏହି ବସା ଭିତରକୁ ଯାଇ ଛୋଟ ଛୋଟ ପକ୍ଷୀଙ୍କୁ ଦେଖିବାକୁ । କିନ୍ତୁ ଏହି ନିରୀହ ପକ୍ଷୀମାନଙ୍କର ମରଣ ଜନ୍ତା ହେଉଛି ଏହି ବସା । ଏହି ସ୍ଥାନ ଠାରେ ଆ-ତ୍ମ-ହ-ତ୍ୟା କରିଥାନ୍ତି ଶହ ଶହ ପକ୍ଷୀ ।
. Special Report
ସକାଳ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପକ୍ଷୀମାନେ ଉଡ଼ିଥାନ୍ତି ଆଉ ବୁଲି ଥାଆନ୍ତି । ସୂର୍ଯ୍ୟାସ୍ତ ପରେ ସମୟ ସନ୍ଧ୍ୟା ୬ ରୁ ଆରମ୍ଭ କରି ରାତି ୧୦ ପର୍ଯ୍ୟନ୍ତ ପକ୍ଷୀମାନେ ମରି ଯାଇଥାନ୍ତି । ଏହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ।  
Special Report
ଏହି ଘଟଣା ସତ୍ୟ ଅଟେ । ଆସାମର ବରିଲ ପାହାଡ ଘେର ମଧ୍ୟରେ ଥିବା ଜଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଏହିଠାରେ ପ୍ରତିବର୍ଷ ଅନେକ ପକ୍ଷୀ ମରି ଯାଇଥାନ୍ତି । ଏହି ସ୍ଥାନରେ ସ୍ଵାଭାବିକ ଭାବରେ ଦିନରେ ପକ୍ଷୀମାନେ ଉଡ଼ି ବୁଲିଥାନ୍ତି ଆଉ ସନ୍ଧ୍ୟାରେ ସେମାନେ ମୃତ୍ୟୁବରଣ କରିଥାନ୍ତି ।
ଗଛର ଡାଳରେ ପିଟି ହୋଇ ନିଜ ଜୀବନ ନିଜେ ନେଇଥାନ୍ତି ଏହି ପକ୍ଷୀମାନେ । ଲୋକମାନେ କହିଛନ୍ତି କି ଏହି ଗାଁରେ କିଛି ଅଦୃଶ୍ୟ ଶକ୍ତି ଅଛି ବା ଏହି ଗାଁ ଉପରେ ଅଭିଶାପ ଅଛି ବା ଆଉ କେହି କୁହନ୍ତି କି ଏହି ସ୍ଥାନରେ କିଛି ଚୁମ୍ବକୀୟ ଶକ୍ତି ଯୋଗୁଁ ଏଭଳି ଘଟୁଛି । ଏହାର ସତ୍ୟତା ଜଣାପଡି ନାହିଁ ।