Movie prime

୫ ମାସ ଗ-ର୍ଭ-ବ-ତୀ ସହ ଏମିତି କଲା ଶଶୁର ଦେଖନ୍ତୁ ମୁଁହ ଖୋଲି ସବୁ ସତ କହିଲେ ବୋହୂ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ ।
Special report
ଏହି ଭିଡିଓ ଆପଣଙ୍କୁ ଏଭଳି କିଛି ଖବର ଜଣାଇବ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବା ସହ ଆପଣ ଏହି ଖବର ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।
ବୋହୂମାନେ ଶାଶୁଘରେ ନିର୍ଯ୍ୟାତନା ପାଇବା ଏକ ନିତିଦିନିଆ କଥା ହୋଇଗଲାଣି । ବୋହୂମାନଙ୍କୁ ନିର୍ଯ୍ୟାତନା ଦେବା ପାଇଁ ଏଭଳି କାମ କରୁଛନ୍ତି ତାଙ୍କ ଶାଶୂଘର ଲୋକେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।
Special report
ଏହି ଖବର ମାଧ୍ୟମରେ ଆପଣମାନେ ଆଜିକା ସମାଜରେ ଘଟୁଥିବା ଘଟଣା ଜାଣିପାରିବେ । ଜଣେ ବୋହୂ ୫ ମାସର ଗର୍ଭବତୀ ଥିଲେ ଆଉ ତାଙ୍କ ଶାଶୁ ଶଶୁର ତାଙ୍କୁ ନିର୍ଯାତନା ଦେଉଥିଲେ । ଏହି ମହିଳା ଜଣଙ୍କର ପୂର୍ବରୁ ଏକ ଝିଅ ଅଛି । 
ସେ ସେହି ଛୋଟ ଝିଅ ମୁହଁକୁ ଚାହିଁ ରହି ଯାଉଥିଲେ । କିନ୍ତୁ ଶଶୁର ଜଣକ ୫ ମାସର ଗର୍ଭବତୀ ଥିବା ବୋହୂକୁ ମାଡ ମାରିଛନ୍ତି । ଆଉ ତାର ଅବସ୍ଥା ଖରାପ କରି ଦେଇଛନ୍ତି ।
Special report
ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଥାନା ଅନ୍ତର୍ଗତ ମାଲଡ ପଞ୍ଚାୟତ ବାଳପଦର ଗାଁରେ । ଶଶୁର ଜଣକ ନିଜ ଗର୍ଭବତୀ ବୋହୂକୁ ମାରିବା ଖବର ସେହି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏହି ଖବରକୁ ନେଇ ଏବେ ଅନେକ ଖବର ଆସିଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
Special report
୨୦୧୯ ମସିହା ସେପ୍ଟେମ୍ବର ୮ ତାରିଖରେ ଏହି ଦମ୍ପତ୍ତି ବିବାହ କରିଥିଲେ । ମହିଳା ଜଣକ ନାଁ ହେଉଛି ଯଶୋବନ୍ତୀ ରଣା । ସେ ବିବାହ କରିବା ପରେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ ତାଙ୍କ ଶଶୁରଘରଲୋକେ । ଆଉ ଏହି ଶଶୁର ଜଣକ ବୋହୂ ଗର୍ଭବତୀ ଥିବା ଜାଣି ମଧ୍ୟ ତାଙ୍କୁ ମାଡ ମାରିଥିଲେ ।
ଆଉ ତାଙ୍କର କୁନି ଝିଅଟିକୁ ମଧ୍ୟ ମାଡ ମାରିଥିଲେ । ଏବେ ଏହି ଘଟଣାକୁ ନେଇ ମହିଳା ଜଣକ ତାଙ୍କ ଶାଶୁଶଶୁରଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏବେ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି ।