Movie prime

ଏମିତି ସ୍ବାମୀ ଆଉ ଶାଶୁ ନଣନ୍ଦ କାହାକୁ ବି ନ ମିଳୁ..ହସ୍ପିଟାଲ ରେ ପଡ଼ିଛି ମୃ-ତ ବୋହୂ, ସ୍ବାମୀ ଶାଶୁ ନଣନ୍ଦ ଫେରାର..

 
Nb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପୁଣିଥରେ ବଧୁ ହ-ତ୍ୟା ର ଅଭିଯୋଗ ଆସିଛି।ମହିଳା ଜଣଙ୍କ ସବୁ ଦିନ ପାଇଁ ଆରପାରି କୁ ଚାଲି ଯାଇଛି। କଟକ ଜିଲ୍ଲା ଚମ୍ପେଶ୍ୱର ଗ୍ରାମ ଗଉଡ ସାହି ରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଝିଅର ପରିବାର ଲୋକମାନେ ଅଭିଯୋଗ ଆଣିଛନ୍ତି।ସୂଚନା ଅନୁସାରେ ପାଞ୍ଚ ବର୍ଷ ତଳେ ନୀଳମଣି ବେହେରା ଙ୍କ ଝିଅ ସୁନିତା ଙ୍କୁ ଚମ୍ପେଶ୍ୱର ଗ୍ରାମ ଗଉଡ ସାହି ର ସୁଧାଂଶୁ ଙ୍କ ସହିତ ବାହାଘର ହୋଇଥିଲା।
Hu
ତାଙ୍କର ଦୁଇ ବର୍ଷ ର କନ୍ୟା ସନ୍ତାନ ମଧ୍ୟ ରହିଛି।ହେଲେ ବାହାଘର ର କିଛି ଦିନ ପରେ ଝିଅର ଶାଶୁଘର ଲୋକେ ଝିଅକୁ ନି-ର୍ଯା-ତ-ନା ଦେବା ଆରମ୍ଭ କରି ଦେଇଥିଲେ।
ଆଉ ବର୍ତମାନ ଝିଅକୁ ମାରି ଦେଇ କାହାକୁ ନ ଜଣାଇ ଦୁଇ ବର୍ଷ ର କନ୍ୟା ସନ୍ତାନ କୁ ନେଇ ଶାଶୁ,ନଣନ୍ଦ ଆଉ ସ୍ବାମୀ ଘରୁ କୁଆଡେ ଚାଲି ଯାଇଛନ୍ତି ବୋଲି କାନପୁର ଥାନା ରେ ସୁନୀତା ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
Bh
ସୁନୀତା ଙ୍କ ମା କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଝିଅ କୁ ଶାଶୁ ଘର ଲୋକେ ମାରି ଦେଇଛନ୍ତି।ଜ୍ବାଇଁ ମାରି ଦେଇଛନ୍ତି ବୋଲି ସୁନୀତା ଙ୍କ ମା କହିଛନ୍ତି।ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣା ସ୍ଥଳ ରେ ସ୍ଥାନୀୟ ତହସିଲଦାର ପହଞ୍ଚି ଅନୁଧ୍ୟାନ କରିଛନ୍ତି।ରବୀନ୍ଦ୍ର କୁମାର ମଲ୍ଲିକ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଝିଅ ଘର ପକ୍ଷରୁ ନିକଟସ୍ଥ କାନପୁର ଥାନା ରେ ଏକ ହ-ତ୍ୟା ମାମଲା ରୁଜୁ ହୋଇଛି।ଯାହା କେଶ ନମ୍ବର ୩୧,ଆଇପିଶି ୪୯୮,୩୦୨,୩୪୨ ଅନୁଯାୟୀ କାନପୁର ଥାନା ର ପୋଲିସ ଏହି କେଶ ର ଭାର ନେଇଛନ୍ତି।
ଶ-ବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ କୁ ପଠା ଯାଇଛି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.