Movie prime

ନିଜ ଫେସବୁକ୍ ରେ fans ବଢେଇବାକୁ ସ୍ତ୍ରୀ ସହ ଚତୁର୍ଥୀ ରେ ସ୍ଵାମୀ କଲା live ଭିଡିଓ ରେକର୍ଡ, ଆଉ ତାପରେ ଯାହା ହେଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବିବାହ ପର ଠାରୁ ଜୀବନର ଏକ ନୂତନ ଫର୍ଦ୍ଦ ର ଆରମ୍ଭ ହୋଇ ଥାଏ। ଆଉ ସମସ୍ତେ ମଧ୍ୟ ତାଙ୍କ ବିବାହକୁ ବେଶ ଯାକ ଜମକରେ ମନେଇବାକୁ ଚାହାଁନ୍ତି।
ଯାହା ଦ୍ୱାରା ବିବାହ ଚୀର ସ୍ମରଣୀୟ ହୋଇ ପାରିବ। ବିବାହ କରିବା ପାଇଁ ପ୍ରତ୍ୟେକ ଯୁବକ ଓ ଯୁବତୀ ମାନଙ୍କ ମନରେ ମଧ୍ଯ ଅନେକ ଆଶା ଓ ଉଦ୍ଦୀପନା ଥାଏ। ସେମାନେ ସର୍ବଦା ଚାହାଁନ୍ତି କି ତାଙ୍କ ଜୀବନସାଥି ତାଙ୍କୁ ଖୁବ୍ ଭଲ ପାଉ।
Special report
ତେବେ ଆପଣ ମାନେ ଏହି ସମ୍ପର୍କିତ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଉଥିବେ। ଏଭଳି ଅନେକ ବିବାହ କରିଥିବା ବର କନ୍ୟା ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।
ଆଉ ଏହାକୁ ମଧ୍ଯ ଦର୍ଶକ ମାନେ ଦେଖିବା ପାଇଁ ଖୁବ୍ ପଶନ୍ଦ ମଧ୍ୟ କରନ୍ତି। ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଏହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
Special report
ଏହି ଭିଡିଓ ଟିରେ ଆପଣ ମାନେ ଏକ କନ୍ୟା କୁ ଦେଖି ପାରୁଥିବେ ଯିଏକି ଲାଲି ରଙ୍ଗର ଏକ ଲେହେଙ୍ଗା ପିନ୍ଧିବା ସହ ମୁଣ୍ଡରେ ନୀଳ ରଙ୍ଗର ଓଢନୀ ପକାଇଛନ୍ତି।
ଆଉ ତାଙ୍କ ନିକଟରେ ତାଙ୍କ ସ୍ୱାମୀ କ୍ରିମ ରଙ୍ଗ ର ଏକ ସେରୱାନି ପିନ୍ଧି ବସିଛନ୍ତି। ଆଉ ଏହି ଭିଡିଓ ଟି ତାଙ୍କ ରୁମ୍ ଭିତରୁ ହିଁ ଶୁଟ କରାଯାଇଛି। ଏଥିରେ ଦୁହେଁ ଖୁବ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ଏହି ଭିଡିଓ ଟି ମଧ୍ୟ ତାଙ୍କର ବେଡ ରୁମ ରୁ କଏଦ କରାଯାଇଛି।
Special report
ଏହି ଭିଡିଓ ରେ ଦେଖିବାକୁ ମିଳିଛି ଏହି ନବ ବିବାହିତ ଦମ୍ପତି ଦୁଇ ଜଣ ବେଶ ଖୁସୀ ମଧ୍ୟ ଅଛନ୍ତି। ଏବଂ ସେହି ବର ଜଣକ କନ୍ୟା କୁ ଏକ ମୁଦି ମଧ୍ଯ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି।
ଆଉ ଏହି ମୁଦି କୁ ସେ ନିଜ ହାତରେ ହିଁ କନ୍ୟା ଜଣକୁ ପିନ୍ଧାଇ ଦେଇଛନ୍ତି। ତେବେ ଏହି ଦୃଶ୍ୟ ଟି ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.