Movie prime

ଫେସବୁକ୍ ରେ ଯୁବତୀ କୁ ମିଥ୍ୟା ପ୍ରଲୋଭନ ଦେଖେଇ ବାରମ୍ବାର ଖରାପ କାମ କରି କଲେ ଭିଡିଓ ରେକର୍ଡ...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଫେସବୁକ୍ ରେ ପ୍ରେମ କରି ଶେଷ ରେ ଯୁବତୀ ଙ୍କୁ ପିଟି ପିଟି ମା-ରି ଦେଲେ ଯୁବକ।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ରେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେଠାରେ ଗୋଟିଏ ଝିଅ କୁ ପ୍ରଥମେ ଦୁ-ଷ୍କ-ର୍ମ କରା ଯାଇ ଥିଲା।ପରେ ତାକୁ ପିଟି ପିଟି ମା-ରି ଦେବା ପାଇଁ ଚେଷ୍ଟା କରା ଯାଇ ଥିଲା।କିନ୍ତୁ ଭାଗ୍ୟ ଭଲ ଥିବାରୁ ଝିଅ ଟି ବଞ୍ଚି ଯାଇଚି।ସେ ଏବେ ନିକଟସ୍ଥ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ଉତ୍ତର ପୂର୍ବ ରାଜ୍ୟ ର ଜଣେ ଯୁବତୀ ଦିଲ୍ଲୀ ଅଞ୍ଚଳ ର ପାରସ ସହିତ ଫେସ୍ ବୁକ୍ ରେ କଥା ହୋଇ ଥିଲେ।ପରେ ସେମାନେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।ଯୁବତୀ କୌଣସି ଏକ କାମ କରିବା ପାଇଁ ବାଙ୍ଗାଲୋର କୁ ଯାଉ ଥିଲେ।
ସେ ଟ୍ରେନ ରେ ଯାଉ ଥିବା ସମୟ ରେ ପାରସ୍ ତାଙ୍କୁ କହିଥିଲେ କି ଦିଲ୍ଲୀ ରେ ରହିବା ପାଇଁ ।ସେ କିଛିଦିନ ପାଇଁ ଦିଲ୍ଲୀ ରେ ପାରାସ ଙ୍କ ପାଖରେ ରହି ଯାଇଥିଲେ। ପାରସ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।ଯେତେବେଳେ ଯୁବତୀ ଜଣକ ବିବାହ କଥା କହି ଥିଲେ।ସେତେବେଳେ ପାରସ ତାଙ୍କୁ ଖୁବ୍ ମା-ରି ଥିଲେ।
ଏହା ପରେ ତାଙ୍କୁ ପାରସ ଗୋଟିଏ ଘର ଭିତରେ ବାନ୍ଧି ରଖି ଥିଲେ।ଯେତେବେଳେ ଚାହୁଁ ଥିଲେ ସେଠାକୁ ଆସି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।ଓ ପରେ ପୁଣି ବାନ୍ଧି ପକାଉ ଥିଲେ।ଏପରି ସବୁଦିନ କରିବା ପରେ ଥରେ ତାଙ୍କୁ ଦୁ-ଷ୍କ-ର୍ମ କରି ଖୁବ୍ ପିଟି ଥିଲେ।
Special report
ତାଙ୍କ ପାଇଁ ଖାଦ୍ୟ ନେଇ କରି ଆସୁ ଥିଲେ।ଗରମ ଡାଲି କୁ ତାଙ୍କ ହାତ ଉପରେ ଢାଳି ଦେଇଥିଲେ।ଏଥିରେ ଯୁବତୀ ଜଣକ ର ହାତ ପୋଡ଼ି ଯାଇ ଥିଲା।ଏହା ପରେ ଯୁବତୀ ଜଣକ ଜୋର୍ ରେ ଚିତ୍କାର କରି କାନ୍ଦୁ ଥିଲେ।ତାଙ୍କ କାନ୍ଦ ସେହି ଅଞ୍ଚଳ ର କିଛି ଲୋକ ମାନେ ଶୁଣି ଥିଲେ।
ସେମାନେ ଏହା ପରେ ଥାନା ରେ ଅଭିଯୋଗ କରି ଥିଲେ।ପୋଲିସ ମାନେ ଘଟଣା ସ୍ଥଳ ରୁ ପହଞ୍ଚି ଯୁବତୀ ଙ୍କୁ ଉଦ୍ଧାର କରି ଥିଲେ। ପାରସ ଙ୍କୁ ଧରିବା ଆଗରୁ ସେ ଖସି ପଳାଇ ଯାଇ ଥିଲେ।ମହିଳା ଜଣକ ଏବେ ମେଡିକାଲ ରେ ଅଛନ୍ତି।
ତାଙ୍କ ଶରୀର ର କିଛି ଅଂଶ ପୋଡ଼ି ଯାଇଛି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଯୁବତୀ ଙ୍କୁ ନ୍ୟାୟ ଦିଆ ଯିବ।ଓ ପାରସ କୁ ଗିରଫ କରା ଯିବ ବୋଲି କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.