Movie prime

ମାଛ ଗିଳିଦେଲା ୨୦୦୦୦/- ପ୍ଲାଷ୍ଟିକ ବୋତଲ ଦେଖନ୍ତୁ କେମିତି ହେଲା ଏହା ସମ୍ଭବ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Tt
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ମାଛ ପେଟରେ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ ଆଶ୍ଚର୍ଯ୍ୟ, ମାଛ ଖାଇଦେଲା ୨୦ ହଜାରରୁ ଅଧିକ ପ୍ଲାଷ୍ଟିକ୍ ବୋତଲ। ୩୦ ଫୁଟ ମାଛକୁ ଦେଖି ଉଡିଗଲା ହୋସ୍‌। 
ପାଣି ଭିତରେ ବୋତଲକୁ ଖାଉଛି ଆଉ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାର ଲକ୍ଷ୍ୟ ରଖିଛି। ଏମିତି କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ। ବିଭିନ୍ନ ସମୟରେ ଅଦରକାରୀ ବସ୍ତୁରୁ ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରି ବେଶ ସୁନାମ ଅର୍ଜନ କରିଛି ଏହି ଶିକ୍ଷାନୁଷ୍ଠାନ।
Gh
ଏବେ ବୋତଲ ଖିଆ ମାଛ ତିଆରି କରି ଛୁଇଁଛି ଆଉ ଏକ ମାଇଲ ଖୁଣ୍ଟ। ୨୦ ହଜାର ପ୍ଲାଷ୍ଟିକ ବୋତଲରେ ୩୦ ଫୁଟ ଉଚ୍ଚତା ଏବଂ ୧୦୦ କୋଲ ଓଜନର ଏକ ମାଛ ପ୍ରସ୍ତୁତ କରିଥିବା କହିଛନ୍ତି ଅନୁଷ୍ଠାନର ଶିକ୍ଷକ। 
ଏ ହେଉଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଦୃଶ୍ୟ। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୦ ହଜାର ବ୍ୟବହୃତ ହେଇଥିବା ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରିଥିଲେ ପାଖାପାଖି ୫୦ଜଣ ଛାତ୍ରଛାତ୍ରୀ। ଏହି ଛାତ୍ରଛାତ୍ରୀ ମାନେ ବୋତଲ ସଂଗ୍ରହ କରି ପ୍ରସ୍ତୁତ କରିଥିଲେ ଏକ ବିରାଟକାୟ ମାଛ।
ଏହି ମାଛକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୧୫ ରୁ ୨୦ ଦିନ ସମୟ ଲାଗିଥିବା କହିଛନ୍ତି ଛାତ୍ରଛାତ୍ରୀ। ଛାତ୍ର ନିବାସର ପରିସରର ରାସ୍ତା କଡ଼ରେ ପାର୍ଶ୍ଵରେ ଅବସ୍ଥାପିତ ହୋଇଛି ଏହି ମାଛର ଆକୃତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.