Movie prime

୧୫ ବର୍ଷ ଧରି ଲଗାତାର ବୋହୂ ସହ...ଏମିତି କାଣ୍ତ କରୁଥିଲା ବୁଢ଼ା ଶଶୁର..

 
Bn
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଯୌତୁକ ଜନିତ ବଧୂ ହ-ତ୍ୟା ବିଷୟ ରେ ଆପଣ ମାନେ ଆଗରୁ ଅନେକ କଥା ଶୁଣି ଥିବେ।ଆଜି ର ସମାଜ ରେ ପ୍ରାୟ ପ୍ରତିଦିନ ଆପଣ ମାନେ ଏହି ଖବର ଶୁଣୁ ଥିବେ।
ତେବେ ଆଜି ଆମେ ଏଭଳି ଗୋଟିଏ ଖବର ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଯୌତୁକ ନି-ର୍ଯା-ତ-ନା ଆମ ସମାଜ ରେ ବଢିବାରେ ଲାଗିଛି।ଅନେକ ଝିଅ ଏହାର ଶିକାର ହୋଇ ଶେଷ ରେ ଆ-ତ୍ମ-ହ-ତ୍ୟା କରୁଛନ୍ତି।
Hh
ସୂଚନା ଅନୁସାରେ ଜଣେ ମହିଳା ଙ୍କ ନାମ ହେଉଚି ସୋନିଆ।ଯିଏ କି ଗତ ଚାରି ବର୍ଷ ତଳେ ବିବାହ କରି ଥିଲେ।ବିବାହ ସମୟ ରେ ସେ ବହୁତ ଖୁସି ଥିଲେ।କେତେ ଆଶା ଓ ସ୍ବପ୍ନ ନେଇ ଶାଶୁ ଘର କୁ ଯାଇ ଥିଲେ।
ଭାବୁଥିଲେ ମା ବଦଳ ରେ ମା ଟି ଏ ପାଇବେ।ହେଲେ ତାଙ୍କର ସବୁ ସ୍ବପ୍ନ ଯେମିତି ପାଣି ଫୋଟକା ଭଳି ମିଳେଇ ଗଲା।ବିବାହ ର କିଛି ଦିନ ନ ହେଉଣୁ ଆରମ୍ଭ ହୋଇ ଯାଇ ଥିଲା ଯୌତୁକ ନି-ର୍ଯା-ତ-ନା।ସୋନିଆ ଙ୍କ ପରିବାର ବହୁତ ଗରିବ ଥିଲା।
ବିବାହ ସମୟ ରେ ସେମାନେ ବହୁତ କମ୍ ଟଙ୍କା ଯୌତୁକ ଆକାର ରେ ଦେଇ ଥିଲେ।ଏହା ପରେ ଶାଶୁ ଘର ଲୋକ ଙ୍କ ଅତ୍ୟାଚାର ବଢିବାରେ ଲାଗି ଥିଲା।ସୋନିଆ ଙ୍କୁ ଗୋଟିଏ ଘର ଭିତରେ ପୁରାଇ ସେମାନେ କବାଟ ବନ୍ଦ କରି ଦେଇ ଥିଲେ।
Hh
ତାଙ୍କ ବାପା ଙ୍କ ଘର ଠାରୁ ସବୁ ସମ୍ପର୍କ କାଟି ଦେଇ ଥିଲେ।ଏହା ପରେ ସୋନିଆ ଙ୍କ ମା ଦୀର୍ଘ ଚାରି ବର୍ଷ ପରେ ଏ ନେଇ ଖବର ପାଇ ଥିଲେ।ଏହା ଶୁଣିବା ପରେ ନିଜ ଝିଅ କୁ ବଞ୍ଚାଇବାକୁ ସେ ଯାଇ ଥିଲେ।
ସେହି ଯମ ପୂର ରୁ ନିଜ ଝିଅ କୁ ବଞ୍ଚାଇ ଆଣି ଥିଲେ ସେ।ଏବେ ସେ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ସୋନିଆ ଙ୍କ ଜୀବନ ରେ ସବୁ କିଛି ପରିବର୍ତ୍ତନ ହୋଇ ସାରିଛି।
ତାଙ୍କ ମାଆ ତାଙ୍କୁ ନେଇ ଗୋଟିଏ ବଡ ମେଡିକାଲ୍ ରେ ଚିକିତ୍ସିତ କରାଇ ଅଛନ୍ତି।ତେବେ ଏହି ଘଟଣା ଟି ହାଇଦ୍ରାବାଦ୍ ରେ ଘଟି ଥିବାର ସୂଚନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.