Movie prime

ସେ ଝିଅ ପାଇଁ ଆଜି ସେ ପୁଅ ଜୀବନ ଗଲା..ଏଇ ଭଳି ବହୁତ୍ ପୁଅ ଙ୍କୁ ପଟେଇଚି ସେ..

 
Uu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ରାଜଧାନୀ ରେ ଯଦି ଛୋଟ ପିଲାମାନେ ଏଭଳି କ୍ରାଇମ୍ କରିବେ ତାହେଲେ ଆଗତ ଭବିଷ୍ୟତ,ଏହି ପିଲା ମାନଙ୍କ ଭବିଷ୍ୟତ,ଏବଂ ଲୋକମାନଙ୍କ ଭବିଷ୍ୟତ କଣ ହେବ ତାହା ଜାଣି ହେଉ ନାହିଁ।ଛୋଟ ଛୋଟ ପିଲାମାନେ ଫୋନ ଆଉ ପ୍ରେମ ପାଇଁ ପୁରା ଅନ୍ଧ ହୋଇ ଯାଉଛନ୍ତି। ପ୍ରେମ ପାଇଁ ହିଁ ପିଲାଙ୍କର ଜୀବନ ଯାଉଛି।
କେମିତି ମଣିଷ ବଞ୍ଚିବେ,ସାହାସ ବି କରି ପାରୁ ନାହାଁନ୍ତି, ରାଜଧାନୀ ରେ ଏପରି ଆତଙ୍କ ଖେଳି ଗଲାଣି,ଆଜି କାଲି କା ଛୋଟ ଛୋଟ ପିଲାମାନେ ଏମିତି ଆତଙ୍କ ଖେଳାଇବେ ତାହେଲେ ବଡ଼ ଲୋକ ମାନଙ୍କୁ କଣ କହିବା ତାହା ମହିଳା ଜଣଙ୍କ କହିଛନ୍ତି।
Ju
ଏଠାରେ ଦୋଷ ଯିଏ କରୁଛନ୍ତି ସେ ଖସି ଯାଉଛନ୍ତି କିନ୍ତୁ ନିର୍ଦ୍ଦୋଷ ଯିଏ ସେ ଫସି ଯାଉଛନ୍ତି।ଆପଣମାନେ ଜାଣିଥିବେ ବାପା ମା ମାନେ ଅନେକ ଦୁଃଖ କଷ୍ଟ ରେ ପିଲା ମାନଙ୍କୁ ବଡ଼ କରୁଛନ୍ତି।
ପାଠ ମଧ୍ୟ ପଢ଼ାଉଛନ୍ତି।ଯେତେବେଳେ ପିଲା ମାନଙ୍କ ର ଯାହା ଦରକାର ହୋଇଥାଏ ଯେତେ ଦୁଃଖ ଥାଉ ମଧ୍ୟ ବାପା ମା ମାନେ ଦେଉଛନ୍ତି।ପିଲା ମାନଙ୍କ ର ସବୁ ସ୍ବପ୍ନ ପୂରଣ କରୁଛନ୍ତି।
Dt
କିନ୍ତୁ ଅନେକ ପିଲା ମାନେ ଅଛନ୍ତି ଯେଉଁ ମାନେ ଘରେ ମିଛ କହି ପ୍ରେମିକ ଓ ପ୍ରେମିକା ଙ୍କ ସହିତ ବୁଲିବାକୁ ଯାଇଥାନ୍ତି।ବର୍ତମାନ ରାଜଧାନୀ ରେ ଜଣେ ଯୁବକଙ୍କୁ ମାରି ଦେଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମହିଳା ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଯେଉଁ ପିଲାଙ୍କୁ ମାରି ଦିଆଯାଇଛି ସେ ଜଣେ ମଧ୍ୟ କାହାର ପିଲା।ଏମିତି ପ୍ରେମ କରୁଛନ୍ତି ଯେ ମା ପୁଅ କୁ ହାଣି ଦେଉଛି,ବାପା କୁ ହାଣି ଦେଉଛି।
ପ୍ରେମ ପାଇଁ ଗୋଟିଏ ନିରୀହ ପିଲାର ଜୀବନ ଯାଇଛି।ଯୁବକଙ୍କୁ ଯିଏ ମାରିଛନ୍ତି ସେ ବର୍ତମାନ ଫେରାର ହୋଇ ଯାଇଛନ୍ତି।ଏହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.