Movie prime

ଜବରଦସ୍ତି ଶା-ରୀ-ରି-କ ସଂପର୍କ ରଖି ରଖି ଶେଷରେ...ବିବାହିତା ପ୍ରେମିକା କୁ ମା-ରି-ଦେଲା ପ୍ରେମିକ...

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
B
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ସ୍ବାମୀ ଥାଉ ଥାଉ ସ୍ତ୍ରୀ ଆଉ ଜଣେ ବିବାହିତ ପୁରୁଷଙ୍କ ପ୍ରେମ କରିଥିଲା। 
Hu
ଆଉ ଯେତେବେଳେ ସେଇ ପୁରୁଷ ପ୍ରେମରେ ମହିଳା ଜଣକ ନିଜ ସ୍ୱାମୀକୁ ଭୁଲି ଅନ୍ୟ ପ୍ରେମୀକକୁ ବିବାହ କରିବା ରାଜି ଥିଲା ସେତେବେଳେ ସେହି ପ୍ରେମିକ ଜଣଙ୍କ ମହିଳାଙ୍କ ଫାଇଦା ଉଠାଇ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲା। ସୂଚନା ଅନୁସାରେ ଜଲି ନାମକ ଏହି ମହିଳା ଶିଶୁପାଳ ନାମକ ଯୁବକଙ୍କୁ ବିବାହ କରିଥିଲେ।
ଆଉ ସ୍ବାମୀ ଶିଶୁପାଳ ଜଲିଙ୍କୁ ବହୁତ ଭଲ ପାଇବା ଦେଉଥିବା ବେଳେ ସେପଟେ ସ୍ତ୍ରୀ ରାହୁଲ ନାମକ ଆଉ ଏକ ପରପୁରୁଷକୁ ଭଲ ପାଇ ବାହା ହେବା ପାଇଁ ଭାବୁଥିଲା। ରାହୁଲ ପୂର୍ବରୁ ବିବାହିତ ହୋଇଥିବାରୁ ଜଲିଙ୍କ ସହିତ ସେ ଖାଲି ଟାଇମ୍ ପାସ୍ କରୁଥିଲେ। 
ରାହୁଲ ଜଲିଙ୍କୁ ବିବାହ କରିବାକୁ ସେଇଥିପାଇଁ ରାଜି ହେଉନଥିଲେ। ଦିନେ ରାହୁଲ ଜାଲି ଘରକୁ ଲୁଚି ଦେଖା କରି ଆସିଥିବା ବେଳେ ଦୁହିଁଙ୍କୁ ମଧ୍ୟରେ ବିବାହ କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ସେହି କଥାକୁ ନେଇ ରାହୁଲ ରାଗିଯାଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜାଲିକୁ ମାରିଦେଇ ଫେରାର ହେଇଯାଇଥିଲେ।
ଯେତେବେଳେ ଜଲିଙ୍କ ସ୍ବାମୀ ଘରକୁ ଆସିଥିଲେ ସେତେବେଳେ ଜଲିଙ୍କୁ ମୃ-ତ ଅବସ୍ଥାର ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲା। ଏହାପରେ ଜଲିଙ୍କ ସ୍ବାମୀ ପୋଲିସକୁ ଖବର ଦେବା ପରେ ସଂପୂର୍ଣ୍ଣ ଘଟଣାଟି ସାମ୍ନାକୁ ଆସିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.