Movie prime

ସକାଳୁ ସକାଳୁ ଜାଗର ଦିନ ଡେଲିଭରି ବୟ ସହ ଅ-ନୈ-ତି-କ କାମ ରେ ଲିପ୍ତ ହେଇଗଲା ଯୁବତୀ...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
55
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ସୋସିଆଲ ମିଡ଼ିଆ ଆଜିକାଲି ଯୁବପଢ଼ିଙ୍କ ପାଇଁ ସୁବିଧା ଏବଂ ସରଳ ମାଧ୍ୟମ ହେଇଗଲାଣି। ଯାହା ଦ୍ବାରା ଆମେ ସମସ୍ତେ ସବୁ ଖବର ଖୁବଶୀଘ୍ର ପାଇଯାଇ ପାରୁଛେ।ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ସ୍ବାମୀ ପାଇଁ ଜାଗର କରିଥିଲା ସ୍ତ୍ରୀ। ଶିବ ଭଗବାନଙ୍କ ଉପବାସରେ ପୁଣି ସ୍ତ୍ରୀ ସ୍ବାମୀର ମଙ୍ଗଳ ପାଇଁ ନିର୍ଜଳ ଉପବାସ କରିଥିଲା। ଜାଗର ସରିବା ପରେ ସ୍ତ୍ରୀକୁ ପିଜା ଖାଇବାକୁ ଇଚ୍ଛା ହେଲା, ଆଉ ତାପରେ ସ୍ତ୍ରୀ ଅନଲାଇନରେ ପିଜା ମାଗାଇଥିଲା।
Ki
ଯୁବତୀଙ୍କ ପାଖରେ ପଇସା ନଥିବାରୁ ସେହି ଡେଲିଭରି ବୟକୁ ଘରକୁ ଡ଼ାକି ନେଇଥିଲା। ଆଉ ସେହି ଡେଲିଭରି ବୟ ସହିତ ଯୁବତୀ ଜଣଙ୍କ ଖରାପ ସମ୍ପର୍କ ରଖି ମାଗଣା ପିଜା ଖାଇଥିଲା। 
ସ୍ବାମୀ ପାଇଁ ଗତକାଲି ଉପବାସ ରଖିଥିବା ସ୍ତ୍ରୀ ଆଜି ସେହି ସ୍ୱାମୀକୁ ଧୋକା ଦେଇ ଅନ୍ୟ ଯୁବକ ସହ ରଖୁଛି ଖରାପ ସମ୍ପର୍କ। ଯୁବତୀ ଜଣଙ୍କ ଯାହା ସବୁ କରୁଥିଲେ ତାହା ସିସିଟିଭି କ୍ୟାମେରାରେ ରେକର୍ଡ ହେଉଥିଲା।
କିନ୍ତୁ ସ୍ବାମୀ ପୋଡିଶା ଘରର କଥା ଶୁଣି କ୍ୟାମେରାରେ କଏଦ ହୋଇଥିବା ଭିଡିଓକୁ ଦେଖି ସ୍ବାମୀ ସ୍ତ୍ରୀକୁ ପିଟି ପିଟି ଘରୁ ବାହାର କରିଦେଇଥିଲା। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.