Movie prime

ବର୍ତମାନ ସୋସିଆଲ ମିଡିଆରେ ଚହଳ ପକାଉଛି ପାକିସ୍ତାନ ସଂସଦରେ ଥିବା ହନୁମାନ ଗଦା ଦେଖନ୍ତୁ କିଏ ନେଲା କାହିଁକି ନେଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୃଥିବୀରେ ଏପରି କିଛି ଅଜବ ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆମକୁ ଅଜବ ଲାଗିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ତେବେ ପାକିସ୍ଥାନ କୋଟରେ ବିଚାରପତିଙ୍କ ସାମ୍ନାରେ ରହିଛି ଗୋଟିଏ ଗଦା। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।
Special report
ପାକିସ୍ଥାନ କୁଆଡେ ଭାରତରୁ କୁଆଡେ ପ୍ରଭୁ ହନୁମାନଙ୍କ ଗଦା ଚୋରାଇ ନେଇଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ତେବେ ବନ୍ଧୁଗଣ ପାକିସ୍ଥାନ ରେ ବିଚାରପତିଙ୍କ ଆଗରେ ଗଦା ରହିଥାଏ କାହିଁକି? ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ଗଦାକୁ ପବିତ୍ର ମନାଯାଏ। ଆଉ ଏହାକୁ ପୂଜା ମଧ୍ୟ କରାଯାଇଥାଏ। 
ହେଲେ ପାକିସ୍ଥାନ ଭଳି ମୁସଲମାନ ଦେଶରେ, ହନୁମାନଙ୍କ ଗଦା ରହିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବନ୍ଧୁଗଣ ଆପଣମାନେ ଦେଖିଥିବେ ଭାରତୀୟ କୋଟରେ ସାକ୍ଷୀ ଦେବା ପାଇଁ ଗୀତା ଛୁଇଁ ପ୍ରତିଜ୍ଞା କରାଯାଇଥାଏ। କିନ୍ତୁ ବାସ୍ତବ ଜୀବନରେ ଏପରି ଘଟିନଥାଏ।
ସେହିପରି କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ବିଚାପତିଙ୍କ ସାମ୍ନାରେ ଗଦା ରଖାଯାଇଛି। କୁହାଯାଉଛି ଯେ, ଏହା ହେଉଛି ପାକିସ୍ଥାନ କୋର୍ଟ ର ଫଟୋ। ଭାରତର କିଛି ଲୋକ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଦା ପାକିସ୍ଥାନ ରେ ମଧ୍ୟ ପୂଜା କରାଯାଇଥାଏ। କିନ୍ତୁ ଏହି ଗଦାକୁ ପୂଜା ପାଇଁ ରଖାଯାଇ ନଥାଏ।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରଶ୍ନ ଉଠୁଛି ପାକିସ୍ଥାନ ସଂସଦରେ ଗଦା ରଖିବାର କାରଣ କଣ? ହିନ୍ଦୁ ଧର୍ମ ଅନୁସାରେ ଏହି ଗଦାକୁ ଧାରଣ କରିବା ପାଇଁ କ୍ରୋଧ, ଲୋଭ, ଅହଙ୍କାର, ବାସନା ଏବଂ କାହା ପ୍ରତି ଆକର୍ଷିତ ହେବ ଏହି ୫ ଟି କଥା ଉପରେ ନିୟନ୍ତ୍ରିତ ରଖିବାକୁ ପଡ଼ିଥାଏ।
ଏହାର କାରଣ ପ୍ରାଚୀନ ଭାରତରେ ଏହି ଗଦା କୁ କେବଳ ହତିଆର ନୁହେଁ ବରଂ ଶାସନ କରିବାର ଶକ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ତେବେ ପାକିସ୍ଥାନର ସଂସଦରେ ଗଦାକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ। କେବଳ ପାକିସ୍ଥାନ ନୁହେଁ ବିଶ୍ଵର ଅନ୍ୟ କେତେକ ଲୋକ ତାନ୍ତ୍ରିକ ଦେଶରେ ଏପରି ଗଦା ବିଧାନ ସଭା ମଧ୍ୟରେ ରଖିବାର ଦେଖିବାକୁ ମିଳିଥାଏ। 
ଗଦାର ଗଙ୍ଗ ଆଉ ରୂପ ବିଭିନ୍ନ ଦେଶରେ ଅଲଗା ଅଲଗା ହୋଇଥାଏ। ବିଶେଷ କରି ବ୍ରିଟେନ ଅଧୀନରେ ଥିବା କମନରୁଲ ରାଷ୍ଟ୍ରର ସଂସଦ ରେ ସଭାପତିଙ୍କ ଆଗରେ ଏହି ଗଦାକୁ ରଖାଯାଇଥାଏ। ଏହାର ଅର୍ଥ ମଣିଷ କ୍ରିଧ, ଅହଙ୍କାର, ଲୋଭ ଆଉ ବାସନା ଆଦିକୁ ଭୁଲି ଶାସନ କରିବାର ଶକ୍ତି ରଖିଥାଏ।
ସ୍ୱାଧୀନତା ପୂର୍ବରୁ ଭାରତର ସଂସଦରେ ମଧ୍ୟ ଏପରି ଗଦା ରଖା ଯାଉଥିଲା। କିନ୍ତୁ ସ୍ଵାଧୀନତା ପରେ ଏହି ଗଦାକୁ ହରାଇ ଦିଆଯାଇଥିଲା। ହିନ୍ଦୁ ଧର୍ମ ଅନୁସାରେ ହନୁମାନ ଭଗବାନ୍ ରାମଙ୍କ ପରେ ଯଦି କୌଣସି ବସ୍ତୁକୁ ଭଲ ପାଇଥାନ୍ତି ସେ ହେଉଛି ଗଦା। ତେବେ ବନ୍ଧୁଗଣ ସେହିପରି ଏକ ଗଦା ପାକିସ୍ଥାନ କୋର୍ଟ ରେ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.