Movie prime

ସମସ୍ତଙ୍କ ଆଗରେ ମୋର ଗୁ-ପ୍ତା-ଙ୍ଗ କୁ ଧରିଦେଲା ଗଗନ..ମତେ ବହୁତ୍ କଷ୍ଟ ହେଉଛି, ମତେ ନ୍ୟାୟ ଦିଅ...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗାଁ ମଝିରେ ମହିଳାଙ୍କ ଲୁଗା ଟାଣି ତାଙ୍କର ଯୌ-ନା-ଙ୍ଗ କୁ ଖଣ୍ଡିଆ କରିଦେଲା ଯୁବକ। ଗାଁ ମଝିରେ ଲୋକମାନେ ଛିଡ଼ା ହୋଇଥିବା ବେଳେ ଯୁବକ ଜଣକ ଆସି ହଠାତ୍
ମହିଳା ଜଣକ ସହ ଏଭଳି ଭାବରେ ଅଭଦ୍ରାମି କରିଥିଲା। ଆଉ ମହିଳା ଙ୍କୁ ରାସ୍ତା ଉପରେ ହିଁ ଉଲଗ୍ନ କରି ଦେଇଥିଲା। ଏହି ଯୁବକ ଜଣକ ନାମ ମଧ୍ୟ ହେଉଛି ଗଗନ ପାଲ। ଆଉ ଏବେ ଜଣେ ମହିଳା ଗଗନ ଙ୍କ ଅତ୍ୟାଚାରର ଶିକାର ମଧ୍ୟ ହୋଇଛନ୍ତି।
Jj
ଏନେଇ ସେ ଭଦ୍ରକ ଜିଲା ଆରକ୍ଷୀ ଅଧିକାରୀ ଙ୍କ ଅଫିସ୍ ସାମ୍ନାରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ଗାଁ ରେ ଗୋଟେ ପଟେ ନାମଯଜ୍ଞ ଚାଲିଥିଲା। ହେଲେ ଆଉ ଏକ ପଟେ ଜଣେ ମହିଳାଙ୍କ ସହ ଏଭଳି କିଛି ଅଭଦ୍ରାମି ଚାଲିଥିଲା।
ଗଗନ ପାଲ ଏହି ମହିଳାଙ୍କୁ ପୂରା ଗାଁ ମଝିରେ ହିଁ ଅର୍ଦ୍ଧ ନ-ଗ୍ନ କରି ଦେଇଥିଲା। ଜଣେ ଯୁବକ ହୋଇ ମଧ୍ୟ କିଭଳି ମହିଳା ଙ୍କ ସହ ଏମିତି କଲା। ସେ ମହିଳା ଉପରକୁ ମଧ୍ୟ ହାତ ଉଠାଇ ଥିଲା।
ଏହି ଯୁବକ ମହିଳାଙ୍କୁ ମଧ୍ୟ ପ୍ରାଇଭେଟ୍ ପାର୍ଟ୍ କୁ ହାତରେ ଧରି ଖଣ୍ଡିଆ କରି ଦେଇଥିଲା।ଏଭଳି ଅଭଦ୍ରାମି ସତରେ କେଉଁ ମହିଳା ଅବା ସହି ପାରିବ। ତଥାପି ମହିଳା ଜଣକ ଥାନାକୁ ଯାଇ ଏହି ଗଗନ ପାଲ ଙ୍କ ନାମରେ ଅଭିଯୋଗ ମଧ୍ୟ କରିଥିଲେ।
Hh
ମହିଳା ଜଣକ ମଧ୍ୟ ମହିଳା ପୋଲିସ କୁ ତାଙ୍କୁ କିପରି ଭାବରେ କ୍ଷତି ପହଞ୍ଚାଇଛନ୍ତି ଯାହା ଦେଖାଇ ଥିଲେ। ହେଲେ ଏବେ ପର୍ଯ୍ୟନ୍ତ ପୋଲିସ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ।
ଏବେ ଏହି ଗଗନ ପାଲ ମଧ୍ୟ ଖୋଲା ରେ ଘୁରି ବୁଲୁଛି। ବୋଧ ହୁଏ ସେ ଆଉ କେଉଁ ମହିଳା ସହ ମଧ୍ୟ ଏଭଳି କରି ପାରେ।ମହିଳା ଜଣକ ସେଥିପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅଫିସ୍ ସମ୍ମୁଖରେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଦାବୀ କରିଛନ୍ତି।
ହେଲେ ସବୁଠାରୁ ବଡ଼ କଥା କି ଏବେ ଦେଖିବା ବାକି ରହିଲା ବାସ୍ତବରେ ତାଙ୍କୁ କେବେ ନ୍ୟାୟ ମିଳୁଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.