Movie prime

ଘରକୁ ଆସୁଥିବା କାମ ବାଲି ସହ ମାଲିକ୍ ରଖିଲା ଅନୈତିକ ସମ୍ପର୍କ, ପରେ ସିସିଟିଭି ରେ ରେକର୍ଡ ହେଲା ପୁରା ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମାଜ ରେ କିଭଳି ନିନ୍ଦନୀୟ ଘଟଣା ମାନ ଘଟୁଛି।ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବଡ ପିଲା ମାନେ ସମସ୍ତେ ଖରାପ କାମ ରେ ଲିପ୍ତ ରହୁଛନ୍ତି।ସମ୍ପର୍କ ପରିବାର ସବୁ କିଛି ଭୁଲି ଯାଉଛନ୍ତି।
Special report
ପ୍ରେମ ପାଇଁ ଲୋକେ ଏମିତି ପାଗଳ ହେଇ ଯାଉଛନ୍ତି କି ନିଜ ଜୀବନ ଦେବାକୁ ମଧ୍ୟ ପଛାଇ ନାହାନ୍ତି।ଆମେ ଆଜି ଆପଣ ଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଟି ଗୋଣ୍ଡା ଜିଲ୍ଲା ରେ ଘଟିଛି।
ଦିଅର ଭାଉଜ ସମ୍ପର୍କ ହେଉଛି ଭାଇ ଭଉଣୀ ର ସମ୍ପର୍କ।ସେମାନେ ପରସ୍ପର ସହିତ ଅନେକ ମଜା ମସ୍ତି କରି ଥାନ୍ତି।ହେଲେ ଏହି ମଜା ମସ୍ତି କେତେବେଳେ ପ୍ରେମ ପାଲଟି ଯାଇଥିଲା ତାହା କେହି ଜାଣି ପାରି ନ ଥିଲେ।
Special report
ମହିଳା ଜଣକ ଚାରୋଟି ପିଲା ର ମା ଥିଲେ।ତଥାପି ନିଜ ନବମ ଶ୍ରେଣୀ ରେ ପଢୁଥିବା ଦିଅର ଙ୍କ ପ୍ରେମ ରେ ପାଗଳ ହୋଇ ଗଲେ।ଯେତେବେଳେ ନିଜ ପ୍ରେମ କୁ ପାଇ ପାରିଲେ ନାହିଁ।ସେତେବେଳେ ଉଭୟ ଆ-ତ୍ମ-ହ-ତ୍ୟା କଲେ।
ସୂଚନା ଅନୁସାରେ ଦିଅର ଭାଉଜ ଖୁବ୍ ଥଟ୍ଟା ତାମସା କରନ୍ତି।ହେଲେ ସେମାନେ ପରସ୍ପର କୁ ପ୍ରେମ କରୁଥିଲେ ବୋଲି କେହି ଜାଣି ପାରି ନ ଥିଲେ।ଯେତେବେଳେ ଏମାନଙ୍କ ସମ୍ପର୍କ ର ସତ୍ୟତା ଜଣା ପଡିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
Special report
ଏହାକୁ କେହି ଗ୍ରହଣ କଲେ ନାହିଁ।ପରିବାର ରେ ଅନେକ ଝଗଡ଼ା ହେଲା।ଶାଶୁ ଶ୍ବଶୁର ନିଜ ପୁଅ ଓ ବୋହୂ କୁ ବହୁତ ଗାଳି କଲେ।ଶେଷ ରେ ବୋହୂ ଏହାକୁ ସହି ନ ପାରି ନିଜ ଘରେ ଆ-ତ୍ମ-ହ-ତ୍ୟା କଲା।ନିଜ ପିଲା ଙ୍କ କଥା ଥରେ ବି ଭାବିଲା ନାହିଁ।
Special report
ଏହି କଥା କୁ ଦିଅର ଜାଣିବା ପରେ ଘରୁ ଲୁଚି ଯାଇ ଗାଁ ବାହାରେ ଏକ ଗଛ ରେ ଦଉଡ଼ି ଦେଇ ଆ-ତ୍ମ-ହ-ତ୍ୟା କଲା।ଲୋକେ ସକାଳୁ ଶୌଚ ହେବା ପାଇଁ ଗଲା ବେଳେ ଶବ କୁ ଦେଖି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ପୋଷ୍ଟ ମର୍ଟମ ପାଇ ପଠାଇ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.