Movie prime

ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ - ଦେଖନ୍ତୁ ଘରେ ପଶିଲା ଟ୍ରେନ ଯୁଆଡ଼େ ଯାଉଛି ଭିଡିଓ ସିଆଡେ ଚର୍ଚ୍ଚା ଦେଖନ୍ତୁ ଏହି ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ଵା ଶୁଣିବାକୁ ପାଉଥିବେ ପ୍ରତେକ ଦିନ।
ତେବେ ବେଳେ ବେଳେ ଏଭଳି କିଛି ଫୋଟ ଆଉ ଭିଡ଼ିଓ ଗୁଡିକ ଭାଇରାଲ ହେବାରେ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯିବେ ଆଉ ତାହା ସହିତ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି କୁହାଯାଉଛି। 
Special report
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ଚୀନ ଏପରି ଟ୍ରେନ ନିର୍ମାଣ କରିଛି, ଯାହା ଲୋକଙ୍କ ବିଲଡିଂ ଦେଇ ଯାତାୟାତ କରୁଛି। ଏହିସବୁ ବିଲଡିଂରେ ଲୋକ ବି ରହିଛନ୍ତି। ଚୀନର ରେଳ ଟେକନିକ୍ ସାରା ବିଶ୍ବକୁ ଚମକାଇ ଦେଇଛି।
Special report
ନୂତନ ଓ ଅତ୍ୟାଧନିକ ରେଳ ଟେକନିକ୍ ସାହାଯ୍ୟରେ ଚିନ୍ ଏପରି କିଛି ନିର୍ମାଣ କରିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଚୀନ ୧୯ ମହଲା ବିଶିଷ୍ଟ ଆବାସିକ କୋଠା ମଧ୍ୟ ଦେଇ ଟ୍ରେନ ଟ୍ରାକ ନିର୍ମାଣ କରିଛି। 
ଏହି ବିଲଡିଂରେ ଲୋକ ରହୁଛନ୍ତି ଓ ଏବେ ଏହି ବିଲଡିଂ ଦେଇ ରେଳଷ୍ଟେସନ ବି ନିର୍ମାଣ ହେଇଛି। ବିଶ୍ଵ ଲାଗି ଏହା ନୂଆ ହେଲେ ବି ଚୀନ କିଛି ବର୍ଷ ତଳେ ଏହି ସୁବିଧା ଆରମ୍ଭ କରିଦେଇଛି। ଚୀନର ମାଉଣ୍ଟେନ୍ ସିଟି ଚୋକୁଇଂରେ ରହିଛି ବଡ଼ ବଡ ବିଲଡିଂ।
Special report
କିନ୍ତୁ ଏଠାରେ ସ୍ଥାନର ଅଭାବ ରହିଛି। ତେଣୁ ବିକାଶ ଲାଗି ଏହି ଅଞ୍ଚଳରେ ରେଳ ଟ୍ରାକ ନିର୍ମାଣ ହେବାର ଥିଲା, କିନ୍ତୁ ଏହି ରେଳ ଟ୍ରାକ ନିର୍ମାଣ ହେବା ସମୟରେ ରାସ୍ତାରେ ପଡ଼ିଗଲା ଏକ ୧୯ ମହଲା ବିଶିଷ୍ଟ ବିଲଡିଂ। 
ଚୀନର ରେଲୁୱେ ଅଧିକାରୀ ମାନେ ଏହାରି ଭିତରେ ରାସ୍ତା ବାହାର କରିଦେଲେ ଯାହା ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। କୌଣସି ବିଲଡିଂ ମଧ୍ୟ ଦେଇ ଯାତାୟାତ କରିବା ଅସମ୍ଭବ ମନେଇ ହେଉଥିଲେ ମଧ୍ୟ ଚୀନର ଇଞ୍ଜିିୟରିଂ ମାନେ ଏହା କରିଦେଖେଇଛନ୍ତି।
ଏହି ଟ୍ରାକ ଏପରି ଭାବେ ନିର୍ମାଣ କରାଯାଇଛି ଯାହାକୁ ନେଇ ଲୋକଙ୍କର ବି କୌଣସି ଅସୁବିଧା ହଉ ନାହିଁ। ଟ୍ରେନରୁ ଶବ୍ଦ ନବାହାରିବା ପାଇଁ ଚୀନ ଟ୍ରେନରେ ସାଇଲେନ୍ସିଂ ଟେକନିକ ବ୍ୟବହାର କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.