Movie prime

ଘରେ ଅଛନ୍ତି ପୁଅ ବୋହୁ ହେଲେ ରାସ୍ତା କଡ଼ରେ ବୁଲା କୁକୁରଙ୍କ ସହ ବିତୁଛି ଜୀବନ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ ଆପଣଙ୍କର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏବେ ଏହି ଘଟଣା ଶୁଣି ଆପଣ ବି ଭାବିବେ ଯୁଗ ଏତେ ଖରାପ ହୋଇ ଗଲାଣି । ଆପଣ ଏହି ଘଟଣା ଦେଖିଲେ ଭାବିବେ କି ସେମାନେ ହିଁ ଏହି ଦୁନିଆରେ ଅସୁବିଧାରେ ଅଛନ୍ତି । ପରିଣତ ବୟସରେ ଏଭଳି କଷ୍ଟ ପାଇବା ସତରେ ବହୁତ କଷ୍ଟାଦାୟକ ଅଟେ । 
ପରିଣତ ବୟସରେ ସ୍ବାମୀ ଆଉ ସ୍ତ୍ରୀ ପହଞ୍ଚିଥିଲେ କିନ୍ତୁ ତାଙ୍କ ପୁଅ ଝିଅ ତାଙ୍କୁ ପଚାରୁ ନାହାଁନ୍ତି । ବାପା ମା ପୁଅ ଝିଅଙ୍କୁ ବଡ କରିଥାନ୍ତି ତାଙ୍କର ବିପଦ ଆପଦରେ ତାହୁସେ ସାଙ୍ଗରେ ରହିବା ପାଇଁ ଆଉ ପରିଣତ ବୟସରେ ତାଙ୍କର ଯତ୍ନ ନେବ ଆଉ ଦୁଇ ମୁଠା ଖାଇବାକୁ ଦେବ ।
Special w
କିନ୍ତୁ ଏବେ ଯେଉଁ ଖବର ଆପଣମାନେ ଜାଣିବେ ତାହା ଶୁଣିଲେ ଆପଣ ବି ଭାବିବେ ଏହି ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ବହୁତ କଷ୍ଟରେ ଅଛନ୍ତି । ପରିଣତ ବୟସରେ ପହଞ୍ଚିଥିଲେ ବୃଦ୍ଧା ଆଉ ତାଙ୍କ ସ୍ତ୍ରୀ । 
ଯେଉଁ ସମୟରେ ପୁଅ ବୋହୂ ସେବା କରିବା କଥା ସେହି ସମୟରେ ପୁଅ ବୋହୂ ତାଙ୍କୁ ପର କରି ଦେଇଛନ୍ତି । ଆଉ ତାଙ୍କୁ ଖାଇବାକୁ ଦେଉ ନାହାନ୍ତି କି ଘରେ ରହିବାକୁ ଦେଉନାହାନ୍ତି । ଏହି ବୃଦ୍ଧ ଦମ୍ପତ୍ତି କ୍ୟାନେଲ ତଳେ ରହୁଛନ୍ତି ସେଠାରେ ଶୋଉଛନ୍ତି ।
Special report
ଆଉ ସେଠାରେ ମଧ୍ୟ ଖାଉଛନ୍ତି । ଦିନ ସାରା ପ୍ଲାଷ୍ଟିକ ଗୋଟାଉଛନ୍ତି । ତାଙ୍କୁ ଦେଖିଲେ ଦୁଃଖ କଷ୍ଟ କଣ ଆପଣମାନେ ଜାଣିପାରିବେ । ବର୍ଷା ଶୀତ ଦିନରେ ବି ସେଠାରେ ରହୁଛନ୍ତି ଏହି ଦମ୍ପତ୍ତି । ଭୁବନେଶ୍ୱର ସହରରେ ଏହି ଘଟଣା ଦେଖିବାକୁ ମିଳିଛି । 
Special report
କିଛି ବ୍ୟକ୍ତି ତାଙ୍କୁ ଖାଇବାକୁ ଦେଇଥାନ୍ତି । ତାଙ୍କର ପୁଅ ବୋହୂ ଆଉ ଝିଅ ଜ୍ବାଇଁ ଅଛନ୍ତି କିନ୍ତୁ ତାଙ୍କୁ କେହି ପଚାରୁ ନାହାଁନ୍ତି । ବର୍ଷା ହେବା ସମୟରେ ବି ସେମାନେ ସେଠାରେ ରହୁଛନ୍ତି । ଏହା ବହୁତ ଦୁଃଖଦ ବିଷୟ ଅଟେ । ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
୭୦ ବର୍ଷର ବୃଦ୍ଧ ବ୍ୟକ୍ତି ଆଉ ତାଙ୍କ ସ୍ତ୍ରୀ ଏହି ଅବସ୍ଥାରେ ସେଠାରେ ରହୁଛନ୍ତି ଯାହା ବହୁତ ଦୁଃଖଦ ଅଟେ । ସେମାନେ କିଛି କଥା କହି ପାରୁନାହାଁନ୍ତି କି କଥା ବୁଝି ପାରୁ ନାହାନ୍ତି । ତାଙ୍କୁ ସାହାଯ୍ୟ କରିବାକୁ ଗଣମାଧ୍ୟମ ଅନୁରୋଧ କରିଛି ।