Movie prime

ମା ଆଖି ସାମ୍ନାରେ ହେଲା ଏତେ ବଡ଼ ଅଘଟଣ ଦେଖନ୍ତୁ କେମିତି ଛୋଟ ଛୁଆ ଉପରେ ଆ-କ୍ର-ମ-ଣ କଲା ଗାଈ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।
Special report
ଏହି ଖବର ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣ ଯାହା ଦେଖିବେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ଏବେ ବହୁତ ପରିମାଣରେ ଚର୍ଚ୍ଚା ହେଉଥିବାର ଦେଖାଯାଉଛି । ଏହି ଘଟଣା ବିଷୟରେ ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ ।
ଗୋଟିଏ ଗାଈ ଏଭଳି କାମ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଇଟି ଏଭଳି କାମ କରିବ ବୋଲି କିଏ ଜାଣିଛି । ଏହି ଗାଇ ପୁଣି ରାଜରାସ୍ତାରେ ଏଭଳି କାମ କରିଛି । ଗାଈ ରାସ୍ତାରେ ଯାଉଥିଲା । ଆଉ ସେହି ରାସ୍ତାରେ ଅନେକ ଲୋକ ବି ଯିବାଆସିବା କରିଥାନ୍ତି ।
Special report
କିନ୍ତୁ ଗାଈ ଏଭଳି କରିବ ବୋଲି ସେକଥା କିଏ ଜାଣିଥିଲା । ଏହି ଗାଇଟି ଗୋଟିଏ ଝିଅର ଛାତିକୁ ଭୁସି ଦେଇଛି । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସୁଛି । ଏହି ଗାଇ ଏଭଳି କାମ କରିବ ବୋଲି କେହି କେବେ ଭାବି ନଥିଲେ । 
ଏହି ଭିଡିଓରେ ଆପଣମାନେ ଏହି ଖବର ବିଷୟରେ ଜାଣିପାରିବେ । ଏହି ଖବର ହେଉଛି ଝିଅଟି ସ୍କୁଲରୁ ଫେରିବା ସମୟରେ ରାସ୍ତାରେ ତାଙ୍କୁ ଗାଇ ଦେଖିଥିଲା । ଆଉ ସେହି ଗାଈ ଝିଅଟିର ମାଆ ତାଙ୍କ ପାଖରେ ଥିଲେ ମଧ୍ୟ ତାଙ୍କୁ ଭୁସି ଦେଇଥିଲେ । ଆଉ ଏହି ଭିଡିଓ ମାଧ୍ୟମରେ ଏହି ଘଟଣା ସଂପର୍କରେ ଆପଣମାନେ ଜାଣିପାରିବେ ।
Special report
ଏହି ଘଟଣା ଘଟିଛି ଚେନ୍ନାଇ ଏମଏମଡିଏ କଲୋନୀରେ । ଏହି ଅଞ୍ଚଳର ଭିଡିଓ ସିସିଟିଭିରେ ରେକର୍ଡ କରାଯାଇଛି । ଏହି ଭିଡିଓରେ ଜଣାପଡୁଛି କି ସ୍କୁଲ ଛୁଟି ହେବା ପରେ ସେହି ଝିଅଟି ତାର ମାଆ ଆଉ ଭାଇ ସହିତ ଘରକୁ ଫେରୁଥିଲା ।
ଆଉ ସେହି ସମୟରେ ସେ ଦୁଇଟି ଗାଈକୁ ଅତିକ୍ରମ କରିଥିଲେ । ଆଉ ସେହି ସମୟରେ ଗୋଟିଏ ଗାଈ ରାଗି ଯାଇ ସେହି ଝିଅଟି ଛାତିକୁ ଭୁସି ଦେଇଥିଲା । ଆଉ ଏହାପରେ ସେଠାରେ ଥିବା ତାଙ୍କ ମାଆ ଏହିସବୁ ଦେଖି କାନ୍ଦି ପକାଇଥିଲେ । ଆଉ ସେଠାରେ ଲୋକମାନଙ୍କର ଭିଡ ହୋଇ ଯାଇଥିଲା ।
ଏହି ଭିଡ ଦେଖି ଗାଈ ସେଠାରୁ ପଳାଇ ଯାଇଥିଲା । ଏହି ଲୋକମାନେ ସେହି ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି । ଏହି ଗାଈଟିକୁ ଚେନ୍ନାଇ ନିଗମ କାବୁ କରିଛି । ଏହି ଗାଈର ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି ।