Movie prime

କଲେଜ୍ ଝିଅ ମାନେ କରିଦେଲେ ସବୁ ସୀମା ପାର,ହଷ୍ଟେଲରେ ପ୍ରେମିକ କୁ ଡାକି...

 
Yh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି। ବେଳେବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ।
ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଅନେକ କଥା ଜାଣିବାକୁ ପାଉଛନ୍ତି ଲୋକମାନେ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଏକ ଡାନ୍ସର ଭିଡ଼ିଓ। 
ଆଉ ଯେଉଁଠି ଦୁଇ ଜଣ ଝିଅ ଡାନ୍ସ କରିବାକୁ ଲାଗିଛନ୍ତି। ଆଉ ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି କି ଝିଅ ଦୁଇ ଜଣ ହଷ୍ଟେଲ ଭିତରେ ଏନଜୟ କରିବା ସହିତ ଡାନ୍ସର କମାଲ ମଧ୍ୟ ଦେଖାଇଥିଲେ।
ସାଧାରଣତଃ ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଜରିଆରେ ନିଜ ପାଖରେ ଟ୍ୟାଲେଣ୍ଟ ଥିଲେ ତାହା ଆଉ ଲୁଚିକି ରହୁନାହିଁ। ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ନିଜର ଟ୍ୟାଲେଣ୍ଟକୁ ସୋସିଆଲ ମିଡ଼ିଆ ଜରିଆରେ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି। 
ଆଉ ଯାହା ଦର୍ଶକ ମାନଙ୍କର ସାମ୍ନାକୁ ଆସିବା ଫଳରେ ପ୍ରସଂଶାର ପାତ୍ର ମଧ୍ୟ ହୋଇ ପାରୁଛନ୍ତି ବୋଲି କୁହାଯାଉଛି। ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ସେଥିରେ ରୁମ ଭିତରେ ସୁନ୍ଦର ଭାବରେ ଡାନ୍ସର କମାଲ ଦେଖାଇଛନ୍ତି ଝିଅ ଦୁଇ ଜଣ।
ବନ୍ଧୁଗଣ ଏହି ଭିଡିଓଟିରେ ଆପଣମାନେ ଦେଖି ପାରୁଥିବେ କଲେଜ ଛାତ୍ରୀ କଲେ ଏମିତି ଡାନ୍ସ ଭାଙ୍ଗିଦେଲେ ପଲଙ୍କ। ଆପଣ ମାନେ ଦେଖି ପାରୁଥିବେ କଲେଜ ଛାତ୍ରୀ ଡାନ୍ସ କରି ପୁରା ବୋବାଲ କରିଦେଲେ। 
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଭଳି ଏକ ଡାନ୍ସର ଭିଡ଼ିଓକୁ କେହି ଜଣେ ତାଙ୍କର କେମେରାରେ କୋଏଦ କରିଛନ୍ତି ଆଉ ତାହାକୁ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରେଇବା କଥା କୁହାଯାଉଛି।
ଆଉ ଏହିଭଳି ଭାବରେ ଡାନ୍ସର ଭିଡ଼ିଓକୁ ଦର୍ଶକ ମାନେ ଦେଖିବା ସହିତ ମଜା ମଧ୍ୟ ନେଇଛନ୍ତି ବୋଲି କୁହାଯାଉଛି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.