Movie prime

ଦଶମ ଝିଅ ମାନେ "ମାମୁନି ଥେଇ ଥେଇ" ଗୀତରେ ଛାତ ଦୁଲୁକେଇଲେ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ । ସୋସିଆଲ ମିଡିଆରେ ଆପଣମାନେ ଏହି ଭିଡିଓ ଏବେ ଦେଖିପାରିବେ । ଏହି ଭିଡିଓରେ ଆପଣମାନେ ଏମିତି କିଛି ଦୃଶ୍ୟ ଦେଖିପାରିବେ । 
ଆପଣମାନେ ସମସ୍ତେ ତ ଜାଣିଥିବେ ସୋସିଆଲ ମିଡିଆରେ ହଷ୍ଟେଲ ଛାତ୍ରୀଙ୍କୁ ନେଇ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହାସହ ଅନେକ ଭାବନା ମଧ୍ୟ ଆସିବ । ହଷ୍ଟେଲରେ ଛାତ୍ରୀମାନେ ବହୁତ ମଜା ମସ୍ତି କରିଥାନ୍ତି । ସେମାନେ ଖୁସିରେ ନାଚ ଗୀତ ବି କରିଥାନ୍ତି । କିନ୍ତୁ ଏବେ ଏମିତି କିଛି ଖବର ଆସୁଛି ଯାହା ଦେଖିଲେ ଆପଣମାନେ ଭାବିବେ କି ସତରେ କଣ ହଷ୍ଟେଲରେ ଯୁବତୀମାନେ ଏଭଳି ହୁଅନ୍ତି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ ହଷ୍ଟେଲରେ ରହୁଥିବା ଝିଅମାନେ ରାତିରେ ଗୀତ ବଜାଇ ନାଚ କରୁଛନ୍ତି । ଆଉ ସେହି ରୁମରେ ଅନେକ ମଜା ମସ୍ତି କରୁଛନ୍ତି । ସେହି ଯୁବତୀମାନଙ୍କ ଭିତରୁ କାହାର ଜନ୍ମଦିନ ଥିଲା ଆଉ ସେହି ଜନ୍ମଦିନ ସେମାନେ ପାଳନ କରି ସେହି ଖୁସିରେ ବହୁତ ନାଚ କରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓରେ ୬ କି ୭ ଜଣ ଯୁବତୀ ନାଚ କରୁଥିବାର ଦେଖାଯାଉଛି । 
ସେମାନେ ଏବେ ହାଇଲାଇଟ୍ ଗୀତ " ମାମୁନି ଥେଇ ଥେଇ " ରେ ବହୁତ ସୁନ୍ଦର ନାଚ କରି ଭିଡିଓ କରିଥିଲେ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଇଛନ୍ତି । ଏବେ ଏହି ହଷ୍ଟେଲ ଝିଅଙ୍କ ନାଚ ଦେଖି ସମସ୍ତେ ବହୁତ ଖୁସି ହେବା ସହ ମନରେ ଅନେକ କଥା ଭାବିଛନ୍ତି । ଏବେ ଲୋକମାନେ ଏହି ଭିଡ଼ିଓ ଦେଖିପାରିବେ ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ ।