Movie prime

ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ପୁଅର ଏମିତି ଅବସ୍ଥା ଦେଖି ମା ଛାତି ଫଟାଇ କାନ୍ଦୁଛି ଦେଖନ୍ତୁ ଏହି ଭୟଙ୍କର ଘଟଣା

 
Vh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁକିଛି ଖବର ପାଇ ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଗୋଟିଏ ମାଆ ସବୁବେଳେ ତାର ପୁଅକୁ ଅପେକ୍ଷା କରିଥାଏ । ମାଆ ଜଣକ ଚାହିଁଥାଏ ତାର ଛୁଆ ଯେଉଁଠି ରୁହନ୍ତୁ ଖୁସିରେ ରୁହନ୍ତୁ ।କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ସମସ୍ତଙ୍କୁ ଦୁଃଖ ଦେଇଦେବ । ଏହି ଖବର ହେଉଛି ଜଣେ ମା ତାର ପୁଅକୁ ଡିଉଟି ପଠାଇଥିଲା ।
Vb
ପୁଅ ଜଣକ ସବୁଦିନ ଭଳି ଡିଉଟି ବାହାରିଥିଲା । ଆଉ ପୁଅ ପାଇଁ ମାଆ ଟିଫିନ୍ ବି ପ୍ରସ୍ତୁତ କରିଥିଲା । ଆଉ ବୁଟ ପିନ୍ଧି ଟିଫିନ୍ ନେଇ ଡିଉଟି ଯାଉଥିଲା । ସେ ଡିଉଟି ଯିବା ବାଟରେ ଘଟିଥିଲା ଅଘଟଣ । ସବୁଦିନ ପାଇଁ ଆଖି ବୁଜି ଦେଲା ପୁଅ । 
ମାଆ ଜଣକ ଏବେ ତାର ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି । ରାସ୍ତା ସାରା ପୁଅର ଜିନିଷ ପତ୍ର ପଡ଼ିଛି । ଆଉ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ପୁଅ । ପୁଅ ଡିଉଟି କରିବ ବୋଲି କମ୍ପାନୀକୁ ନଯାଇ ସବୁଦିନ ପାଇଁ ଏହି ଦୁନିଆ ଛାଡ଼ି ଚାଲି ଯାଇଛି ।
Vb
ଯଦି ମାଆ ଜାଣିଥାନ୍ତା ଡିଉଟି ଯିବା ତା ପୁଅ ପାଇଁ କାଳ ହୋଇଯିବ ତାହେଲେ କେବେବି ତାର ପୁଅକୁ ଛାଡି ନଥାନ୍ତା । ମାଆ ଆଗରେ ପୁଅ ଜୀବନ ଚାଲି ଯାଇଛି । ଏହି ପୁଅର ରୂପ ଯେମିତି ଗୁଣ ମଧ୍ୟ ସେମିତି ।
Hj
ମାଆ ଏବେ ଭାଙ୍ଗି ପଡ଼ିଛି ତାର ଭେଣ୍ଡିଆ ପୁଅ ସବୁଦିନ ପାଇଁ ଏହି ଦୁନିଆରୁ ଚାଲି ଯାଇଥିବା ଖବର ଶୁଣି । ଏମିତି ଦୃଶ୍ୟ ଦେଖି କୌଣସି ମାଆ ବି ଧର୍ଯ୍ୟ ଧରି ପାରିବ ନାହିଁ । ଏଭଳି ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଅନୁଗୁଳ ଜିଲ୍ଲା ରାଜକିଶୋର ପଡ଼ା ଅଞ୍ଚଳରେ ଘଟିଛି । ମୃ-ତ-କ ଜଣକ ହେଉଛନ୍ତି ରାକେଶ ମହାପାତ୍ର ।
ଇଟା ବୋଝେଇ ଟ୍ରାକ୍ଟର ଏହି ବ୍ୟକ୍ତି ଜଣଙ୍କୁ ଘୋଷାଡି ଘୋଷାଡି ନେଇ ଯାଇଥିଲେ । ବୁଲେଟ ଧରି ସାଙ୍ଗ ସହ ଡିଉଟି ବାହାରିଥିଲେ କିନ୍ତୁ ଏଭଳି ଘଟଣା ଘଟି ଯାଇଥିଲା । ଏବେ ରାକେଶ ମୃ-ତ୍ୟୁବରଣ କରିଥିବା ବେଳେ ତାଙ୍କ ସାଙ୍ଗ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।