Movie prime

ପୁଣି ସାମ୍ନାକୁ ଆସିଲା ମଣିଷଖିଆ କୁମ୍ଭୀର ଦେଖନ୍ତୁ କେମିତି ଲାଞ୍ଜ ଟେକି ଗୋଡେଇଲା - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏବେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଆଉ ସବୁ ସହରର ଏବଂ ଗାଁ ଗହଳିର ଖବର ଜାଣିପାରିବେ । ଏବେ ରାଜ୍ୟର ସବୁ ଅଞ୍ଚଳରେ କୁମ୍ଭୀରର ଆତଙ୍କ ଚାଲିଛି । ଆଉ ଏବେ ଚାରିଆଡ଼େ କୁମ୍ଭୀରର ଭୟ ଦେଖିବାକୁ ଲାଗିଛି । 
ରାଜ୍ୟର ସବୁ ନଦୀରେ ଏବେ କୁମ୍ଭୀରର ଆତଙ୍କ ଦେଖିବାକୁ ମିଳୁଛି । ପ୍ରଜନନ ସମୟ ହୋଇଥିବାରୁ କୁମ୍ଭୀରମାନେ ନଦୀରେ ବୁଲୁଛନ୍ତି । ଆଉ ସେମାନେ ଅଧିକ ହିଂସ୍ର ହୋଇ ଉଠିଛନ୍ତି । ଏଭଳି କିଛି ଘଟଣା ଏବେ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଖରସ୍ରୋତା ନଦୀରେ ।
Special report
ଏହି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର । ଆଉ ଏହି କୁମ୍ଭୀର ଏବେ କୂଳରେ ଆସି ପହଞ୍ଚିଛି । ଏହି କୁମ୍ଭୀର କୂଳରେ ପହଞ୍ଚି ଲାଞ୍ଜ ଟେକି ଛିଡ଼ା ହୋଇଛି । ଆଉ ତାର ଲାଞ୍ଜ ଦେଖି ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି ।
ସୂଚନା ଅନୁସାରେ, ଏହି ନଦୀକୁ ମାଛ ଧରିବାକୁ କିଛି ମତ୍ସ୍ୟଜୀବୀ ଯାଉଥିଲେ । ଆଉ ସେହି ସମୟରେ କେହି ଜଣେ କୁମ୍ଭୀର ନଦୀ କୂଳରେ ଥିବାର ଦେଖିଥିଲେ । ଆଉ ଏହାକୁ ଦେଖିବାକୁ ପରେ ସେ ଦୌଡ଼ି ପଳାଇଥିଲେ । କୁମ୍ଭୀରର ଲାଞ୍ଜ ଦେଖିବା ପରେ ସେ ବଞ୍ଚି ଯାଇଥିଲେ ।
Special report
ନହେଲେ କୁମ୍ଭୀର ପୁଣି ଆଉ ଜଣଙ୍କୁ ଶିକାର କରିଥାନ୍ତା । ଯାଜପୁର ଜିଲ୍ଲାର ବିରୂପା ନଦୀରେ ଶିକାର କରିବା ପରେ ଏବେ ଖରସ୍ରୋତା ନଦୀରେ ପହଞ୍ଚିଛି କୁମ୍ଭୀର । ଆଉ ଶିକାର କରିବାକୁ ଆଗେଇ ଆସିଛି । 
ଲୋକମାନେ ନଦୀକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଗୋଡ଼ ପାଣି ଭିତରକୁ ବଢାଇ ଥିଲେ । ଆଉ ସେ ସେତେବେଳେ କୁମ୍ଭୀରର ଲାଞ୍ଜ ଦେଖିଥିଲେ । ଏହି ଲାଞ୍ଜ ଦେଖି ସେ ଦୌଡ଼ି ଆସିଥିଲେ । ଏହାପରେ କୁମ୍ଭୀର ତାର ଶିକାର କରିବାରେ ବିଫଳ ହୋଇଥିଲା । ଜୀବନ ଯାଉ ଯାଉ ବଞ୍ଚିଗଲା ।
ସେଠାରେ କୁମ୍ଭୀର ଅନେକ ସମୟ ଧରି ରହିଲା ଯାହାର ଫଟୋ ଉଠାଇଥିଲେ ଲୋକମାନେ । ଏବେ ପ୍ରଶ୍ନ ଆସୁଛି କି କୁମ୍ଭୀର ଏତେ ଆତଙ୍କ ଦେଖାଇବା ପରେ ମଧ୍ୟ ବନ ବିଭାଗ କାହିଁକି କିଛି କରୁନାହିଁ । କେବଳ ନଦୀକୁ ଯିବାକୁ ବାରଣ କରୁଛି । ଏତେ କୁମ୍ଭୀର କେଉଁଠାରୁ ଆସିଲା ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ।