Movie prime

ଗୋପାଳ ବି ଅଟେ କୋଟିପତି, ସମ୍ପତ୍ତି ଘର ଜାଣିଲେ ଆପଣ ବି ମୁଣ୍ଡ ରେ ହାତ ଦେବେ

 
h

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ସମସ୍ତେ ନବ ଦାସ ହ-ତ୍ୟା-କା-ଣ୍ଡ ମୁଖ୍ୟ ଅ-ଭି-ଯୁ-କ୍ତ ଗୋପାଳ ଦାସକୁ ନିଶ୍ଚୟ ଜାଣିଥିବେ। ନବ ଦାସଙ୍କୁ ହ-ତ୍ୟା କରିବା ପରେ ଗୋପାଳ ଏବେ ଚୌଦ୍ଵାର ଜେଲରେ ଅଛନ୍ତି। ପ୍ରଥମେ ତାଙ୍କୁ ଝାରସୁଗୁଡା ଜେଲରେ ରଖାଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ତାଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ତାଙ୍କୁ ଚୌଦ୍ଵାର ଜେଲକୁ ସ୍ଥାନାନ୍ତରିତ କରାଗଲା। ତେବେ ଆଜି ଆମେ ଆପଣ ମାନଙ୍କୁ ଗୋପାଳ ଦାସଙ୍କ ପରିବାର ଏବଂ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ। 

ଗୋପାଳଙ୍କର ପୁରା ନାମ ହେଉଛି ଗୋପାଳ କୃଷ୍ଣ ଦାସ୍। ଏବଂ ତାଙ୍କ ଘର ହେଉଛି ବ୍ରହ୍ମପୁର। ସେ ପ୍ରଥମେ କନେଷ୍ଟବଳ ଚାକିରି କରୁଥିଲେ। ଏବଂ ପରେ ତାଙ୍କର ପ୍ରମୋସନ୍ ହୋଇଥିଲା। ଝାରସୁଗୁଡ଼ାରେ କନେଷ୍ଟବଳରୁ ତାଙ୍କୁ ପୋଲିସ୍ ଏଏସଆଇ ର ପ୍ରମୋସନ୍ କରା ଯାଇଥିଲା। ଏବଂ ସେ ଦୀର୍ଘ ବର ବର୍ଷ ଧରି ବ୍ରଜରାଜ ନଗରର ଫାଣ୍ଡି ଦାୟିତ୍ଵରେ ରହିଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଜୟନ୍ତୀ ଦାସ୍। ଜୟନ୍ତୀ ଦାସଙ୍କୁ ଆପଣମାନେ ସୋସିଆଲ ମିଡ଼ିଆରେ ଦେଖିଥିବେ। 

ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କର ଗୋଟିଏ ପୁଅ ଏବଂ ଆଉ ଗୋଟିଏ ଝିଅ ମଧ୍ୟ ରହିଛନ୍ତି। ଏବଂ ତାଙ୍କର ଜଣେ ବଡ଼ ଭାଇ ମଧ୍ୟ ରହିଛନ୍ତି ଏବଂ ତାଙ୍କ ସହିତ ତାଙ୍କ ବଡ ଭାଇଙ୍କ ପରିବାର ମଧ୍ୟ ରହିଛି। ଏବଂ ପୋଲିସ୍ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କର ପୈତୃକ ଘର ହେଉଛି ବ୍ରହ୍ମପୁର ଜିଲ୍ଲାରେ। କିଛି ଦିନ ପୂର୍ବରୁ ସେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ। କିନ୍ତୁ କେଉଁ କାରଣ ପାଇଁ ହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। 

ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୁଳି ମାଡ କରିବା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଆଉ ତାଙ୍କ ବିଷୟରେ ପଚରାଉଚରା କରିବା ପାଇଁ ପୋଲିସ୍ ତାଙ୍କ ଘରକୁ ଆସିଥିଲା ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀ ଦାସ୍ କହିଥିଲେ ଯେ ତାଙ୍କ ଦେହ ଭଲ ନାହିଁ। ଏବଂ କିଛି ଦିନ ଧରି ସେ ମେଡ଼ିସିନ ଖାଉଛନ୍ତି। ପୋଲିସ୍ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ମାସିକ ଦରମା ହେଉଛି ୭୦,୦୦୦ ଟଙ୍କା। ଏବଂ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତି ର ମୂଲ୍ୟ ହେଉଛି ପାଖା ପାଖି ଦୁଇ ରୁ ତିନି କୋଟି ଟଙ୍କା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.