Movie prime

କହ ମୋ ବାପା ତୋର କି ଭୁଲ କରିଥିଲେ, ଆଉ କଣ ଓଡ଼ିଶା ରେ ମନ୍ତ୍ରୀ ନାହାନ୍ତି ତାଙ୍କୁ କଣ ପାଇଁ ମାରିଲୁ

 
Yt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ନେଇ ଅନେକ ଖବର ଆସୁଛି । ତାଙ୍କ ହ-ତ୍ୟା ମାମଲାକୁ ନେଇ ଅନେକ ଗୁମର ଏବେ ଖୋଲୁଛି 
ଏବେ ସାମ୍ନାକୁ ଆସିଛି ଏହି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟାର ହ-ତ୍ୟାକାରୀ ଗୋପାଳ ଦାସଙ୍କୁ ନେଇ କିଛି ଖବର । ଏହି ହ-ତ୍ୟାକାରୀ ଜଣକ କାହିଁକି ନବ ଦାସଙ୍କୁ ହ-ତ୍ୟା କରିଲା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।
ଆପଣମାନେ ସମସ୍ତେ ତ ଏହି ଘଟଣାକୁ ନେଇ ଆସୁଥିବା ଖବର ବିଷୟରେ ସବୁ କଥା ଜାଣି ପାରୁଥିବେ । ଏହି ଖବର ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । କ୍ରାଇମବ୍ରାଞ୍ଚ ତଦନ୍ତ କରି ଅନେକ ତଥ୍ୟ ସାମ୍ନାକୁ ଆଣୁଛି । ଏବେ କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ନେଇ ହ-ତ୍ୟାକାରୀ ଗୋପାଳ ଦାସର ନାର୍କୋ ଟେଷ୍ଟ ମଧ୍ୟ କରିଥିଲା । ଏହି କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ସାମ୍ନାକୁ ଆଣିବ । ଏବେ ଗୋପାଳ ଦାସଙ୍କୁ ନେଇ ଅନେକ କିଛି କଥା ଆସିଛି । 
ଗୋପାଳ ଦାସ ନବ ଦାସଙ୍କୁ କାହିଁକି ହ-ତ୍ୟା କରିଲା । ଏହା ପଛର କାରଣ କଣ ରହିଛି । ଆଉ କଣ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି କି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । କଣ ରହିଛି ଏହି ହ-ତ୍ୟାର ଅସଲ କାରଣ ? ଗୋପାଳ ଦାସଙ୍କ ଦେହ ଅସୁସ୍ଥ ଅର୍ଥାତ୍ ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ତାଙ୍କ ସ୍ତ୍ରୀ କହିଥିଲେ ।
ଏହି ମାନସିକ ସ୍ଥିତି ଠିକ୍ ନଥିବାରୁ କଣ ସେ ଏହି ହତ୍ୟା କରି ଦେଇ ନାହାନ୍ତି ତ ଏହାକୁ ନେଇ ଏବେ ବଡ ପ୍ରଶ୍ନ ଆସୁଛି । ଏଭଳି ଅନେକ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କ୍ରାଇମବ୍ରାଞ୍ଚର ତଦନ୍ତ ଏବେବି ଜାରି ରହିଛି । ଆଉ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କଣ ଏହି ହତ୍ୟା କରିବ ବୋଲି ଗୋପାଳ ଦାସ ଆଗରୁ ପ୍ଲାନିଙ୍ଗ କରୁଥିଲା କି ? ଗୋପାଳ କଣ ମନରେ ରାଗ ରଖି ଏହି ହ-ତ୍ୟା କରିଛି ବୋଲି ଏବେ ଏହିକଥା ବି ସାମ୍ନାକୁ ଆସୁଛି । ଗୋପାଳ ଦାସ ଅନେକ ଥର ପୁରସ୍କାର ପାଇଥିଲେ । ସେ ଜଣେ ଭଲ ବ୍ୟକ୍ତି ଆଉ ଏଭଳି କାମ କରିବା ପଛରେ କଣ କାରଣ ରହିଛି । ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି । ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଏବେବି ତଦନ୍ତ ଚାଲିଛି । ଦେଖାଯାଉ ଏହି ହ-ତ୍ୟାର କାରଣ କଣ ?