Movie prime

ସରକାରୀ ବସ OSRTE ହେଲା ଭୟଙ୍କର ଦୁର୍ଘଟଣା ଗ୍ରସ୍ତ ଦେଖନ୍ତୁ ଘାଟି ତଳକୁ ଓଲଟି ୪୦ ଯାତ୍ରୀଙ୍କ ସହ କଣ ହେଲା - Exclusive

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ହୋଇଥିବା ଦୁର୍ଘଟଣା ବିଷୟରେ ଜାଣିପାରିବେ ।
ଘଟଣା, ଦୁର୍ଘଟଣା ଲାଗି ରହିଛି । ଏବେ ଏହି ଘଟଣା ବିଷୟରେ ଶୁଣି ସମସ୍ତେ ଦୁଃଖିତ ହୋଇ ଯାଇଛନ୍ତି । ସକାଳୁ ସକାଳୁ ଏକ ଦୁଃଖଦ ଖବର ଆସିଲା । ଏହି ଖବର ଆପଣଙ୍କ ଛାତି ଥରାଇ ଦେବ ।
Bb
ଛାତି ଥରା ଭଳି ଘଟଣା ଘଟିଛି । ସରକାରୀ ବା OSRTS ବସ୍ ଓଲଟି ପଡ଼ିଥିବା ଖବର ଏବେ ସାମ୍ନାକୁ ଆସିଛି । ସରକାରୀ ବସରେ ଅନେକ ପରିବାର ଆଉ ସାଙ୍ଗସାଥୀ ଯାଉଥିଲେ । ଏହି ବସରେ ୪୦ ଜଣ ରୁ ଅଧିକ ଯାତ୍ରୀ ଥିଲେ ।
ବସରେ ହସଖୁସିରେ ସାଙ୍ଗସାଥୀ ପରିବାର ମିଶି ଯାଉଥିଲେ କିନ୍ତୁ କିଏ ଜାଣିଥିଲା କି ଏଭଳି ଘଟଣା ଘଟିବ । ବସ୍ ଘାଟିକୁ ଓଲଟି ପଡିବାରୁ ଏଭଳି ଘଟଣା ଘଟିଥିଲା । ବସ୍ ଭାରସାମ୍ୟ ହରାଇ ଡିଭାଇଡରକୁ ଭାଙ୍ଗି ଘାଟିକୁ ଓଲଟିଥିଲା ସରକାରୀ ବସ୍ ।
Hh
ବସ୍ ଭିତରେ ଥିବା ଯାତ୍ରୀମାନେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । ଆଉ ବସ୍ ଭିତରେ ଅନେକ ଯାତ୍ରୀ ଥିଲେ ସେମାନେ ସମସ୍ତେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ପରେ ସେଠାକାର ସ୍ଥାନୀୟ ଲୋକେ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । ବସ୍ ଭିତରେ ଛୋଟ ଛୋଟ ପିଲା ଚାପି ହୋଇ ଯାଇଥିଲେ ଆଉ ତାଙ୍କୁ ଏବେ ଉଦ୍ଧାର କରାଯାଇଛି ।
ଏବେ ସେମାନେ କାନ୍ଦିବାରେ ଲାଗିଛନ୍ତି । ପିଲାମାନେ ଭୟଭୀତ ହୋଇ ଯାଇଛନ୍ତି । ସରକାରୀ ବସ୍ ଭାରସାମ୍ୟ ହରାଇ ରାଣୀପତ ଘାଟିକୁ ଓଲଟି ପଡ଼ିଛି ।ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି ।
Gh
ଏହି ବସରେ ୪୦ ରୁ ଅଧିକ ଯାତ୍ରୀ ଥିଲେ । ଏହି ବସ୍ ଫୁଲବାଣୀ ରୁ ଅନୁଗୁଳକୁ ଯାଇଥିଲା । ଯାତ୍ରୀଙ୍କୁ ନେଇ ବସ୍ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡର ସହ ପିଟି ହୋଇ ବସ୍ ଘାଟିକୁ ଓଲଟି ପଡ଼ିଥିଲା ।
ଏହାକୁ ଦେଖି ସ୍ଥାନୀୟ ଲୋକେ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଆଉ ଦୁଇଟି ଆମ୍ବୁଲାନ୍ସ ଡକାଇ ମେଡ଼ିକାଲକୁ ପଠାଇଥିଲେ । ଏବେ ଏହି ଘଟଣାକୁ ନେଇ ଅନେକ ଖବର ଆସୁଥିବା ବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।