Movie prime

ଚା ରେ ନିଶା ଦେଇ ଜେଜେ ବାପା ସହ..ଏମିତି କାଣ୍ତ କରିଦେଲା ନାତୁଣୀ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜେଜେ ବାପା କୁ ନିଶା ମେଡିସିନ ଦେଇ ନାତୁଣୀ ଏଭଳି କରୁଥିଲା ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ। ଜେଜେ ବାପା ଙ୍କ ବୟସ ୨୦ ବର୍ଷ ହେଉଥିବା ବେଳେ
ନାତୁଣୀ ର ବୟସ ହୋଇଥିଲା ୧୬ ବର୍ଷ। ଆଉ ଏହି ବୟସରେ ନାତୁଣୀ ନିଜ ଜେଜେବାପା କୁ ରାତିରେ ଖାଇବାରେ ନିଶା ମେଡିସିନ ଦେଉଥିଲା। ହେଲେ ପରେ ନାତୁଣୀ ର ସବୁ ଖେଳ ଧରା ପଡି ଯାଇଛି।
Bb
ଜେଜେବାପା ଜାଣି ନଥିଲା କି ତାର ନାତୁଣୀ ଖାଇବାରେ ନିଶା ମେଡିସିନ ଦେଉଛି ବୋଲି। ଏହି ଯୁବତୀର ନାମ ହେଉଛି କିଶୋରୀ। ଜେଜେବାପା ସବୁବେଳେ ନାତୁଣୀ ଉପରେ ରାଗୁ ଥିଲେ।
ନାତୁଣୀ କିଶୋରୀ ମଧ୍ୟ ଯେତିକି ବଡ଼ ହୋଇଥିଲା ସେତିକି ମଧ୍ୟ ସେ ନିଜ ଜେଜେବାପା ଠାରୁ ପ୍ରତିଶୋଧ ନେବାକୁ ଚାହୁଁ ଥିଲା। ନାତୁଣୀ କିଶୋରୀ ର ରଙ୍ଗ ଢ଼ଙ୍ଗ ଜେଜେବାପା କୁ ଆଦୌ ପସନ୍ଦ ମଧ୍ୟ ନଥିଲା। ସେଥିପାଇଁ ଯେତେବେଳେ ଚାହୁଁ ଥିଲେ,
ଜେଜେବାପା ଝିଅ ଉପରେ ରାଗ ତମତମ ହୋଇ ଯାଉଥିଲେ। ହେଲେ ଜେଜେବାପା ଉପରେ ରାଗ ରଖି ନାତୁଣୀ ଶେଷରେ ଏଭଳି କାଣ୍ଡ ଘଟାଇ ଦେଲା। ଦିନେ ଜେଜେବାପା ହାଲୁଆ ଖାଇବା ପାଇଁ କହିଥିଲେ
Vh
ଭାଗ୍ୟକୁ ସେଦିନ ମଧ୍ୟ ଘରେ ଆଉ କେହି ନଥିଲେ।ଘର ଲୋକ ବାହାରକୁ ଯାଇଥିବା ବେଳେ କିଶୋରୀ ଓ ଜେଜେବାପା ଘରେ ଏକୁଟିଆ ଥିଲେ। ନାତୁଣୀ ମଧ୍ୟ ନିଜେ ଜେଜେବାପା ପାଇଁ ହାଲୁଆ ତିଆରି କରି ଆଣିଥିଲା।
ହେଲେ ହାଲୁଆ ରେ ନିଶା ମେଡିସିନ ମିଶାଇ ଜେଜେବାପା କୁ ଖାଇବାକୁ ଦେଇଥିଲା। ଯେତେବେଳେ ଜେଜେବାପା ସବୁ ହାଲୁଆ କୁ ଖାଇ ଦେଇଥିଲେ ସେତେବେଳେ ସେ ସୋଇ ପଡ଼ିଥିଲେ।
ପରେ ନାତୁଣୀ ଜେଜେବାପା ର ଗଳା ଚିପି ସେଠାରେ ହିଁ ନିଜର ବୁଢା ବାପା କୁ ଜୀବନରୁ ମା-ରି ଦେଇଥିଲେ। ଏବେ ଘଟଣାର ସତ ସାମ୍ନା କୁ ଆସିବା ପରେ ଆଜି ଏହି ଯୁବତୀକୁ ପୋଲିସ ଗିରଫ ମଧ୍ୟ କରି ନେଇଥିବା ଜଣା ପଡ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.