Movie prime

୧୭ ବର୍ଷୀୟ ଝିଅ ସହ ସମ୍ପର୍କ ରଖିଲା ଜେଜେ ପରେ ଯୁବତୀ କହିଲା ମୁଁ ଜେଜେ କୁ ବାହା ହେବି..

 
Hy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୮ ବର୍ଷୀୟ ଯୁବତୀଙ୍କୁ ଗ-ର୍ଭ-ବ-ତୀ କଲା ୬୦ ବର୍ଷୀୟ ବୁଢ଼ା। ଆଉ ସେଇ ୧୮ ବର୍ଷୀୟ ଝିଅକୁ ବାହା ହେବ ବୋଲି ଜିଦି କରି ବସିଛି ଏହି ୬୦ ବର୍ଷୀୟ ବୁଢ଼ା ଜଣକ।
ଝିଅକୁ ଦେଖିବା ପରେ ଏହି ବୁଢ଼ା ସବୁକିଛି ଭୁଲି ଯାଇଛି। ଝିଅଟି ଗ-ର୍ଭ-ବ-ତୀ ଥିବାରୁ ଦୁହେଁ ବାହା ହେବା ପାଇଁ ଜିଦି ଧରି ବସିଛନ୍ତି। ବାହା ନହେଲେ ଦୁହେଁ ଆ-ତ୍ମ-ହ-ତ୍ୟା କରିବେ ବୋଲି ମଧ୍ୟ ଏହା କହିଥିଲେ।
Gg
ଏଭଳି ମଧ୍ୟ କହିଥିଲେ କି ସେମାନେ ଦୁଇଟି ଶରୀର ଗୋଟେ ମନ ବୋଲି କହିଥିଲେ। ଆଉ ଏହା ସହ କହିଥିଲେ କି ଏକାଠି ବଞ୍ଚିବେ ଆଉ ସେମାନେ ଏକାଠି ମରିବେ। ଏହି ବୁଢ଼ା ଜଣକ ହେଉଛନ୍ତି ଏହି ୧୮ ବର୍ଷୀୟ ଝିଅଙ୍କ ହିନ୍ଦୀ ଶିକ୍ଷକ।
ସ୍କୁଲ୍ ରେ ପାଠ ପଢ଼ାଉ ଥିବା ବେଳେ ଏହି ବୁଢ଼ା ଶିକ୍ଷକ କୁ ଭଲ ପାଇ ବସିଛି ଝିଅ। ସେପଟେ ବାପା ମାଆ ଝିଅକୁ ପାଠ ପଢ଼ାଇବା ପାଇଁ ପଠାଉ ଥିବା ବେଳେ ହେଲେ ଝିଅ କିନ୍ତୁ ଅଲଗା କିଛି କରୁଥିଲା।
ସେଥିପାଇଁ ଏହି ଝିଅ ଗ-ର୍ଭ-ବ-ତୀ ମଧ୍ୟ ହୋଇ ଗଲା। ଘର ଲୋକ ଏକଥା ଜାଣିବା ପରେ ଖୁବ ଗାଳି କରିଥିଲେ ବୋଲି ଏହି ଝିଅ , ବୁଢ଼ା ପାଖକୁ ଚାଲି ଆସିଛି।
Yy
ଘର ଲୋକଙ୍କୁ ଧମକ ଦେବ ବୋଲି ଭାବି ନିଜର ବୁଢା ପ୍ରେମିକକୁ ପାଖରେ ବସାଇ ଭିଡିଓ କରିଛି। ଏହି ଭିଡିଓ ମଧ୍ୟମରେ ଦୁହେଁ ନିଜ ପ୍ରେମକୁ ପୂରା ଦୁନିଆ ସାମ୍ନାରେ ଦେଖାଇ ଦେଇଛନ୍ତି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଘୁରି ବୁଲିବାରେ ଲାଗିଛି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏହି ଭିଡିଓ ଦେଖି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଏହାକୁ ଦେଖି ସେମାନେ ବିଶ୍ବାସ ମଧ୍ୟ କରି ପାରୁ ନାହାଁନ୍ତି।
ଏହି ଘଟଣାକୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି।ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.