Movie prime

ହାତ ଯୋଡିଲେ ଝିଅ ଶେଷରେ କହିଲେ ସାର ଆପଣ ଚାହିଁଲେ ସବୁକିଛି ଠିକ୍ ହେଇଯିବ ଦେଖନ୍ତୁ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଗୋଟିଏ ଝିଅ ତାର ଦୁଃଖ ବିଷୟରେ କହିଛି ।
Special report
ସେହି ଝିଅ ସରକାରଙ୍କୁ ତାର ଅଭିଯୋଗ ବିଷୟରେ କହିଛି । ଏବେ ସୋସିଆଲ ମିଡିଆରେ ଏହି ଝିଅଟିଏ ଯାହା କହିଛି ତାହା ଶୁଣିବାକୁ ମିଳୁଛି । ସେହି ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।
ଏହି କୁନି ଝିଅଟି ଅନୁରୋଧ କରିଛି କି ସାର୍ ଦୟାକରି ଯେଉଁମାନେ ଜବର ଦାଖଲ କରୁଛନ୍ତି ଆଉ ସେମାନେ ଭଦ୍ର ମୁଖା ପିନ୍ଧି ବୁଲୁଛନ୍ତି ତାଙ୍କ ମାନଙ୍କୁ ସାମ୍ନାକୁ ଆଣନ୍ତୁ । ଏହି ଭଦ୍ର ମୁଖା ପିନ୍ଧିଥିବା ସାଢ଼େ ୪ କୋଟି ଲୋକଙ୍କ ସାମ୍ନାକୁ ଆଣନ୍ତୁ ।
Special report
ଝିଅଟି କାନ୍ଦି କାନ୍ଦି ଏହିସବୁ କଥା କହିଛି । ଛୋଟ ଝିଅଟି ସରକାରଙ୍କ ଆଗରେ ତାର ଅସୁବିଧା କହିବା ସହ ସେ ସରକାରଙ୍କ ତରଫରୁ କୌଣସି ବି ସୁବିଧା ପାଉ ନାହିଁ ବୋଲି କହିଛି । ଗରିବ ହେବା କଣ ଭୁଲ ବୋଲି ପ୍ରଶ୍ନ କରୁଛି ।
ଏହି କୁନି ଝିଅ ମନରେ ଅନେକ ପ୍ରଶ୍ନ ଆସୁଛି । ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ପାଖରେ ଘର ନାହିଁ ଆଉ ଖାଇବା ପାଇଁ ଚାଉଳ ବି ନାହିଁ । ଏହି ଝିଅ ମେସେଜ ସରକାରଙ୍କ ପାଖରେ ପହଞ୍ଚିବ କି ନାହିଁ ସେ ସେହି କଥା ଜାଣି ନାହାନ୍ତି ।
Special report
ସେ ସରକାରଙ୍କୁ ଦୁଃଖ ଜଣାଇଛନ୍ତି କିନ୍ତୁ ତାଙ୍କ ଦୁଃଖ ଏପର୍ଯ୍ୟନ୍ତ ଦୂର ହୋଇନାହିଁ କି ତାଙ୍କ ପରିବାର ଶାନ୍ତିରେ ନାହାଁନ୍ତି । ଓଡ଼ିଶା ପୋଲିସକୁ ସେ ପ୍ରଶ୍ନ କରିଛନ୍ତି ଗରିବ ହେବା କଣ ଭୁଲ ନା ଗରିବ କରିଥିବା ଅଭିଯୋଗ ଗ୍ରହଣ ଯୋଗ୍ୟ ନୁହେଁ ?
Special report
ଗାଁରେ ତାଙ୍କ ବାପାଙ୍କୁ ମାରିବା ପାଇଁ ଲୋକ ପଠାଯାଇଛି । ତାଙ୍କ ମାଆ ପୋଲିସ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତାଙ୍କ ପାଖରେ ବିଜୁ କାର୍ଡ ବି ନାହିଁ । ତାଙ୍କ ବାପା ଆଉ ମାଆ ରୋଗରେ ଆକ୍ରାନ୍ତ ଅଛନ୍ତି କିନ୍ତୁ ତାଙ୍କୁ ସେବା ମଧ୍ୟ ମିଳୁ ନାହିଁ ।
ଏବେ ସେମାନେ ମାନସିକ ଚିନ୍ତାରେ ଅଛନ୍ତି । ଆଉ ଏହି କୁନି ଝିଅଟି ତାର ସମସ୍ୟା ବିଷୟରେ କହିଛି ।ଆଉ ସରକାରଙ୍କ ପାଖରେ ଅନୁରୋଧ ମଧ୍ୟ କରିଛି । ତାର ସମସ୍ୟାର ସମାଧାନ ପାଇଁ ସେ ଅନୁରୋଧ କରିଛି ।