Movie prime

ହଠାତ ଅଖୟ କୁମାରଙ୍କୁ ହେଲା ଚପଲ ମାଡ଼ ଦେଖନ୍ତୁ କାହିଁକି ତାତିଲେ ଦର୍ଶକ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଆପଣମାନେ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ତ ଜାଣିଥିବେ । 
ବଲିଉଡ ଷ୍ଟାର ଅକ୍ଷୟ କୁମାର ତାଙ୍କ ଅଭିନୀତ ଫିଲ୍ମ ପାଇଁ ଆସିଥିଲେ । ଫିଲ୍ମକୁ ପ୍ରମୋସନ୍ ପାଇଁ ସେ ଆସିଥିଲେ । ଆଉ ସେ ଷ୍ଟେଜରେ ପହଞ୍ଚିବା ପରେ ଘଟିଥିଲା କିଛି ଏମିତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଷ୍ଟେଜ ଉପରେ ଅଭିନେତା ଅକ୍ଷୟ କୁମାରଙ୍କୁ ଚପଲ ମାଡ ହେଲା । ଗଦେଇ ହୋଇ ଯାଇଥିଲା ଶହ ଶହ ଚପଲ । ଅଭିନେତା ଫିଲ୍ମ୍ ପ୍ରମୋସନ୍ ପାଇଁ ଯାଇଥିଲେ ଆଉ ଘଟିଲା ଏଭଳି କିଛି । 
ଫିଲ୍ମ୍ ପ୍ରମୋସନରୁ ମହାଭାରତ । ଷ୍ଟେଜ ଉପରେ ଅଭିନେତା ଅକ୍ଷୟ କୁମାର ଥିଲେ ଆଉ ତଳେ ହଜାର ହଜାର ଦର୍ଶକ ଛିଡ଼ା ହୋଇଥିଲେ । ଆଉ ସେମାନେ ଚପଲ ଫିଙ୍ଗିଥିଲେ । ଏପ୍ରିଲ ମାସ ୯ ତାରିଖରେ ଅଭିନେତା ଅକ୍ଷୟ କୁମାର ଏବଂ
Special Report
ଟାଇଗର ସର୍ଫଙ୍କ ଅଭିନୀତ ଫିଲ୍ମ୍ "ବଡେ ମେୟାଁ ଛୋଟେ ମେୟାଁ" ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ୍ ପ୍ରମୋସନ୍ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ସେମାନେ ପହଞ୍ଚିଥିଲେ । ଆଉ ସେଠାରେ ଏଭଳି ଘଟଣା ଘଟିଥିଲା ।
Special report
ସୁପରଷ୍ଟାର ଦୁଇଜଣ ଅକ୍ଷୟ କୁମାର ଏବଂ ଟାଇଗର ସର୍ଫ ଫିଲ୍ମ୍ ପ୍ରମୋଟ ପାଇଁ ପହଞ୍ଚିବା ପରେ ସେଠାରେ ତାଙ୍କ ଉପରେ ଚପଲ ଫିଙ୍ଗା ଯାଇଥିଲା ଆଉ ପଡିଆ ସାରା ଚପଲ ଦ୍ଵାରା ଭର୍ତ୍ତି ହୋଇଗଲା । ଏହାସହ ଲୋକମାନେ ପଥର ମଧ୍ୟ ଫିଙ୍ଗିଥିଲେ ।
ଅଭିନେତା ବୁଝାଇବା ପରେ ମଧ୍ୟ ଲୋକମାନେ ବୁଝି ନଥିଲେ । ଆଉ ଲୋକମାନେ ଆହୁରି ଅଧିକ ରାଗି ଯାଇଥିଲେ । ପୋଲିସ ସେଠାରେ ଘଟଣା ଆୟତ୍ତ କରିଥିଲା ଆଉ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।