Movie prime

ହଠାତ ହେଲା ଏମିତି ଭୂମିକମ୍ପ ଚାଲିଗଲା ଶହ ଶହ ଜୀବନ ଦେଖନ୍ତୁ କଣ ହେଇଗଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଜଳବାୟୁ ପରିବର୍ତ୍ତନ କାରଣରୁ ମଣିଷକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅକାରଣରେ ଅନେକ ଲୋକଙ୍କର ମୃ-ତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର ଭାଙ୍ଗିରୁଜି ଯାଉଛି।
Special report
ବର୍ତ୍ତମାନ ସମୟରେ ଗଣମାଧ୍ୟମର ପ୍ରସାର ବୃଦ୍ଧି ଘଟିବା ଫଳରେ ଲୋକମାନେ ବନ୍ୟା, ବାତ୍ୟା ନେଇ ସତର୍କ ହେଉଛନ୍ତି। ତେବେ ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଲୋକଙ୍କୁ ସତର୍କ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 
ତେବେ ବନ୍ଧୁଗଣ ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ।
Special report
ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପରେ ୩୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳୁଛି। ବହୁ ବଡ଼ କୋଠା ଭୁଶୁଡ଼ି ପଡ଼ିଛି। ମୃ-ତା-ହ-ତ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। 
ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏବଂ ବହୁ ବଡ ବଡ କୋଠା ମଧ୍ୟ ଭୁଶୁଡି ପଡିଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ।
Special report
ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପ ସମୟରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବାବେଳେ, ଟେଲିଫୋନ୍ ରେ ନେଟୱାର୍କ ମଧ୍ୟ କଟିଯାଇଥିଲା। ସମସ୍ତେ ଭୟବିତ ଅବସ୍ଥାରେ ଘର ବାହାରକୁ ବାହାରି ଆସିଥିଲେ। 
ଏହି ଭୂକମ୍ପ ଅନେକଙ୍କୁ ବାସହରା କରିଦେଇଥିବା ବେଳେ, ଯେଉଁମାନେ ବର୍ତି ଯାଇଛନ୍ତି ସେମାନେ ବି ଘର ଭିତରକୁ ଯିବାକୁ ସାହାସ କରିପାରୁନାହାନ୍ତି। ରାସ୍ତାକଡରେ ବସିରହିଥିବାର ଦେଖିବାକୁ ମିଳିଛି।
ତେବେ ଆଜି ପର୍ଯ୍ୟନ୍ତ ଏହା ଦେଶରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ମରକ୍କୋ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି। ଏପଟେ ଜୋରସେୋରରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।