Movie prime

ହାତୀ ସହ ଦୌଡ଼ା ଦୌଡ଼ି କଲେ ନାମ ନେଲେ ଦେଖନ୍ତୁ ହଠାତ୍ କଣ ହେଲା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆର ଯୁଗ ଏବଂ ସମସ୍ତେ ସୋସିଆଲ ମିଡ଼ିଆରେ ଆକ୍ଟିଭ ମଧ୍ୟ ରହିଥାନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ।
ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଙ୍କୁ ପସନ୍ଦ ଆସିଥିଲେ, ସେହି ଭିଡିଓକୁ ସେୟାର କରି ଭାଇରାଲ କରିଥାନ୍ତି। ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ। 
ଇଣ୍ଟର୍‌ନେଟ୍‌ରେ ଆପଣ ହାତୀକୁ ନେଇ ଅନେକ ଭିଡିଓ ଦେଖିଥିବେ। ହାତୀ ଭିଡିଓ ଦେଖିବା ବେଳେ ଆପଣଙ୍କ ଓଠରେ ହସ ନିଶ୍ଚୟ ଖେଳିଥିବ। ହାତୀ ଏକ ଏପରି ଜୀବ ଯିଏ ଦେଖିବାକୁ ବି ସୁନ୍ଦର ଓ ତା’ର କାମଗୁଡ଼ିକ ବି ବେଶ କୌତୂକିଆ।
Special report
ନିକଟରେ ହାତୀର ଅନ୍ୟ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଯେଉଁ ଭିଡିଓକୁ ଦେଖିବା ପରେ ଆପଣ ନିଜ ହସ ‌‌ରୋକି ପାରିବେ ନାହିଁ।
ଆପଣ ମାନେ ପୂର୍ବରୁ ଅନେକ ଭାଇରାଲ ଭିଡ଼ିଓ ମାନଙ୍କ ରେ ଦେଖିବାକୁ ପାଇଥିବେ ହାତୀ ମାନଙ୍କର ତାଣ୍ଡବ ବିଷୟରେ |ତାହା ସହିତ ଅନେକ ସମୟରେ ଦେଖିବାକୁ ମିଳିଥାଏ ହାତୀ ଗୁଡିକ ଜଙ୍ଗଲରେ ନ ରହି ମାଡ଼ି ଆସିଥାନ୍ତି ରାସ୍ତା ଉପରକୁ
ଆଉ ଯାହା ଫଳରେ ଅନେକ ସମୟରେ ଲୋକ ମାନଙ୍କର ଜୀବନ ଯିବା ସଙ୍ଗେ ସଙ୍ଗେ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ତାହା ହେଉଛି ଏକ ଗାଁ ପଡିଆରେ ହାତୀଟି ଫସି ଯାଇଛି। 
ହାତୀକୁ ଲୋକ ମାନେ ଦେଖି କିଛି ଲୋକ ଟେକା ଫୋପାଡୁଛନ୍ତି। ଆଉ ମଧ୍ୟ ଦେଖିବାକୁ ମିଳୁଛି କିଏ ଜଣେ ବାଡି ଟିଏ ଧରି ହାତୀଟିକୁ ପଛୁଆ ବାଡଉଛନ୍ତି। ଏହାପରେ ହାତୀଟି ସେହି ଲୋକ ଟିକୁ ଗୋଡ଼ରେ ମାରି ତଳେ ପକେଇ ଜୀବନରୁ ମାରି ଦେଲା।
ବନ୍ଧୁଗଣ ଏହି ଦୃଶ୍ୟଟି ହେଉଛି ଆସାମର। ତେବେ ବନ୍ଧୁଗଣ ବର୍ତ୍ତମାନ ହାତୀ ସହ ଦୌଡା ଦୌଡ଼ି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.