Movie prime

ହାତ ଗୋଡ ଖ-ଣ୍ତା ରେ ହା-ଣି ଯେମିତି ସେ ଲୋକ କୁ ମା-ରି-ଥିଲେ.. ହାଇକୋର୍ଟ ଫା-ଶୀ ଦଣ୍ଡ ଦେଇ ବହୁତ୍ କମ୍ କରିଦେଲେ, ବେଶୀ ଦେବାର ଥିଲା..

 
Bb
ନମସ୍କାର ପାଠକ ବନ୍ଧୁ। ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ଘଟଣାରେ ଦଣ୍ଡବିଧାନ କରିଛନ୍ତି ଜିଲ୍ଲା ଦୌରାଜଜ୍ କୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ବର୍ତମାନ ଜଣେ ବ୍ୟକ୍ତି ରାମଚନ୍ଦ୍ରଙ୍କୁ ହତ୍ୟା ଘଟଣା ବିଷୟରେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ୫ ଜଣ ଦୋଷୀଙ୍କୁ ଯେଉଁ ଫାଶୀଦଣ୍ଡ ଦିଆଯାଇଥିଲା।ସେଇଟା ବୋଧେ ଓଡିଶାର ପ୍ରଥମଥର ପାଇଁ ହୋଇଥିଲା।
Gh
ବ୍ୟକ୍ତି ଜଣକ କହିଛନ୍ତି ଏଭଳି ଦୋଷୀ ମାନଙ୍କୁ ନିହାତି ଫାସୀ ଦେବା ଦରକାର ଥିଲା। ଦୋଷୀ ମାନଙ୍କୁ ଫାସୀ ଦେବାର କାରଣ ହେଉଛି "ଜଣେ ଲୋକଙ୍କୁ ଘରୁ ଡ଼ାକି ତାର ଦୁଇ ହାତକୁ କାଟି ସେହି ବ୍ୟକ୍ତିକୁ। ପୁଣି ଗାଁ ଦାଣ୍ଡରେ ଧରି ଫୋପଡ଼ା ଫୋପଡି କରି ବୁଲୁଥିଲେ ବୋଲି କହିଛନ୍ତି ଗଣମାଧ୍ୟମ ଆଗରେ।"
ଆଉ କହିଛନ୍ତି ସେହି ବ୍ୟକ୍ତି ଜଣଙ୍କୁ ମାରି ସାରିବା ପରେ ତାର ମାଂସକୁ ମଧ୍ୟ ଖାଇଥିବା ଅଭିଯୋଗ ଅଛି। ୫୦ ଜଣ ସାକ୍ଷୀଙ୍କ ପ୍ରମାଣ ଆଧାରରେ ୫ ଜଣ ଦୋଷୀଙ୍କୁ ଫାସୀ ଦିଆଯାଇଥିଲା।
Yu
ବ୍ୟକ୍ତି ଜଣକ ଆହୁରି କହିଛନ୍ତି ଲଢ଼ିବାର ଅଛି ଯଦି ସମସ୍ତଙ୍କ ସାମ୍ନାରେ ଲଢ଼। ବ୍ୟକ୍ତି ଜଣଙ୍କ କହିଛନ୍ତି ମାନ୍ୟବର କୋର୍ଟ ଯାହା ନିଷ୍ପତି ନେଇଛନ୍ତି ସାଧାରଣ ଲୋକଟି ଓଡିଶାର ସାଢ଼େ ଚାରି କୋଟି ଲୋକ ଏହାକୁ ଗ୍ରହଣ କରିଛନ୍ତି।
ବ୍ୟକ୍ତି ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ଓଡିଶାରେ ଏହିଭଳି ଜଘନ୍ୟ କାଣ୍ଡ ଘଟାଇଲେ ତାର ପରିଣାମ ଏପରି ହେବ ବୋଲି ସେ କହିଛନ୍ତି। ଆଉ ଯେଉଁ ମାନେ ଏଭଳି କ୍ରାଇମ କରିବାକୁ ଚେଷ୍ଟା କରୁଥିବେ ବା ଭାବୁଥିବେ ତାଙ୍କୁ ଫାସୀ ହେବାଟା ସାରି ବୋଲି କହିଛନ୍ତି ବ୍ୟକ୍ତି ଜଣଙ୍କ।
ଯଦି କୌଣସି ଏହିଭଳି ଭୁଲ କରେ ତାର ପରିମାଣ ୫ ଜଣ ଦୋଷୀଙ୍କ ଭଳି ହେବ ବୋଲି କହିଛନ୍ତି ବ୍ୟକ୍ତି ଜଣଙ୍କ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.