Movie prime

ଭଲପାଇ ବାହା ହେଲା ଆଉ ସ୍ତ୍ରୀ କୁ ଏମିତି...କରି କରି ମା-ରି-ଦେ-ଲା ରାକ୍ଷସ ପ୍ରେମିକ..

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପୁଣି ଥରେ ଗୋଟେ ଝିଅର ଆଶା ଭରଷା ବିଶ୍ବାସ ସବୁ ଭାଙ୍ଗି ଯାଇଛି। ଯାହାର ହାତ ଧରି ଝିଅ ସୁନାର ସଂସାର ଗଢ଼ିବ ବୋଲି ଭାବିଥିଲା ସେ ହିଁ ତାର ହାତ ଛାଡ଼ି ଦେଲା।
ଓଲଟି ସେ ଅଲଗା ଝିଅ ମାନଙ୍କୁ ଧରି ଘୁରି ବୁଲିଲେ। ହେଲେ ସ୍ୱାମୀ ର ଏଭଳି ଚାଲି ଚଳନ କୁ ସ୍ତ୍ରୀ ଆଦୌ ବରଦାସ୍ତ କରି ପାରୁ ନଥିଲେ। ସେଥିପାଇଁ ସେ ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲିଗଲେ।
Bh
ଏଭଳି କିଛି କହି ଜଣେ ମହିଳା ଏହି ଦୁନିଆ ରୁ ସବୁଦିନ ପାଇଁ ବିଦାୟ ନେଇ ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ,ଗୁଣୁପୁର ଥାନା ଅନ୍ତର୍ଗତ ,ବାୟାଗୁଡ଼ା ଗ୍ରାମରେ।
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଏହି ମହିଳାଙ୍କ ମୃ-ତ ଦେହ। ଏହାକୁ ଉଦ୍ଧାର କରିଛି ଗୁଣୁପୁର ପୋଲିସ। ଏହି ମହିଳା ଜଣକ ହେଉଛନ୍ତି ଗୁଣୁପୁର ଅଞ୍ଚଳର ସନ୍ତୋଷୀ ବାଉନୀ। ସୁଚନା ଅନୁସାରେ ସେ ବାୟାଗୁଡ଼ା ଗ୍ରାମର,
ସୁରେନ୍ଦ୍ର ଶବର ନାମକ ଏହି ବ୍ୟକ୍ତି ଙ୍କୁ ବିବାହ କରିଥିଲେ। ସେ ମଧ୍ୟ ଥିଲା ପ୍ରେମ ବିବାହ। ପ୍ରେମ ବିବାହ ପରେ ମଧ୍ଯ ଝିଅ ଘର ତତଫରୁ ଯୌତୁକ ପ୍ରଦାନ କରାଯାଇ ଥିଲା। 
Bb
ହେଲେ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଛି ଭଲ ଚାଲି ନଥିଲା। ସୁରେନ୍ଦ୍ର ମଧ୍ୟ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖିବା ସହ ନିଜ ପତ୍ନୀ ଙ୍କୁ ମା-ନ-ସି-କ ଓ ଶା-ରୀ-ରିକ ନି-ର୍ଯ୍ୟା-ତ-ନା ମଧ୍ୟ ଦେଉଥିଲେ। ଏହାର ଅଭିଯୋଗ କରିଛନ୍ତି ମୃ-ତ ମହିଳାଙ୍କ ମାଆ।
ବର୍ତ୍ତମାନ ସୁରେନ୍ଦ୍ର ,ସନ୍ତୋଷୀ ଙ୍କ ଗଳା ଚିପି ହ-ତ୍ୟା କରି ଦେଇ ଆ-ତ୍ମ-ହ-ତ୍ୟା ର ରୂପ ଦେଉ ଥିବାର ଅଭିଯୋଗ ହୋଇଛି। ଏହାପରେ ଖବର ପାଇ ଗୁଣୁପୁର ଥାନା ଅଧିକାରି ଓ ସାଇଣ୍ଟିଫିକ ଘଟଣା
ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛନ୍ତି। ଏବଂ ଶ-ବ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣା ପଡ଼ିବ ବୋଲି ଏହା ମଧ୍ଯ ସେ ପ୍ରକାଶ କରିଛନ୍ତି ବୋଲି ଶୁଣିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.