Movie prime

ଗୋଟେ ବୋଲି ପୁଅ କୁ ସରାଗ ରେ ରଖିଥିଲେ.. ହେଲେ ଦଇବ ନିର୍ଦ୍ଦୟୀ ଛଡେଇ ନେଲା..

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଘର ଦାଣ୍ଡରେ ବସି ମୁଣ୍ଡ ପିଟି ପିଟି କାନ୍ଦୁଛି ମାଆ। ଆଉ କୋହଭରା କଣ୍ଠରେ ସେ କାନ୍ଦି କାନ୍ଦି କହୁଛି କି ମୋ ପୁଅକୁ ମତେ ଫେରାଇ ଦିଅ।
ମାଆ ନିଜ ପୁଅ ବିନା କେମିତି ବଞ୍ଚିବ ଏକଥା ମାଆ ଚିନ୍ତା ମଧ୍ଯ କରି ପାରୁ ନାହିଁ। କାରଣ ସ୍ଵାମୀ ଚାଲିଗଲା ପରେ ମାଆ ଏକମାତ୍ର ଏହି ପୁଅର ମୁହଁ ଚାହିଁ ନା ଟିଏ ବଞ୍ଚି ଥିଲା। ହେଲେ ଆଜି ସେହି ପୁଅ ବି ସବୁଦିନ ପାଇଁ ଆରପାରି କୁ ଚାଲିଗଲା।
Hu
ଆଜ୍ଞା ହଁ ଘର ଭିତରେ ଜଣେ ଯୁବକ ସୋଇଥିବା ବେଳେ ହଠାତ୍ ଘର ଭିତରକୁ ପଶି ଆସିଥିଲେ ଆଉଜଣେ ଦୁର୍ବୃତ୍ତ। ଆଉ କେହି କିଛି କହିବା ଆଗରୁ ଛୁରୀ ଧରି ହ-ତ୍ୟା କରି ଚାଲି ଯାଇଥିଲେ ସେହି ସୋଇଥିବା ଯୁବକ ଜଣକୁ।
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଆଉ ଏହି ମୃ-ତ ବ୍ୟକ୍ତିଙ୍କ ନାମ ହେଉଛି ଜୟଦେବ ମାହାଳି। ବୟସ ତାଙ୍କର ମାତ୍ର ୨୮ ବର୍ଷ ବୋଲି ମଧ୍ୟ ଏହା ଜଣା ପଡିଛି।
ସୁଚନା ଅନୁସାରେ ଜୟଦେବ ଙ୍କ ବାପା ଆରପାରି କୁ ଚାଲି ଯିବା ପରେ ସେ ନିଜ ମାଆ ଙ୍କ ସହ ଯାଜପୁର ସ୍ଥିତ ସାନ ବଜାର ନିକଟରେ ରହି ଆସୁଥିଲେ। ସେଦିନ ସନ୍ଧ୍ୟା ପାଞ୍ଚଟା ସମୟରେ ଜୟଦେବ ଖାଇ
Hh
ସାରି ସୋଇଥିବା ବେଳେ ହ-ତ୍ୟା-କା-ରୀ ମାନସ ପଣ୍ଡା ପାଖରେ ପହଞ୍ଚି ଯାଇଥିଲେ। ଆଉ ଘର ଭିତରେ ପଶି ଏକ ଛୁରୀ ଦ୍ବାରା ସୋଇଥିବା ଜୟଦେବ ର ଗଳା ମଧ୍ୟ କାଟି ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ହିଁ ଜୟଦେବ ଙ୍କ ମୃ-ତ୍ୟୁ ହୋଇଥିଲା।
ଏହା ପରକ୍ରୀୟା ପ୍ରୀତି ର ସନ୍ଦେହ କରାଯାଇ ହ-ତ୍ୟା କରାଯାଇଛି ବୋଲି ପରିବାର ଲୋକେ ମାନସ ଓ ତାଙ୍କର ସ୍ତ୍ରୀ ନାମରେ ଏହା ଅଭିଯୋଗ ଆଣିଛନ୍ତି। ଏହାପରେ ଏହି ଘଟଣା ସଂପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ସଂପର୍କରେ ଜାଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.